ମାଥିଉଲିଖିତ ସୁସମାଚାର 26:62 · ଓଡ଼ିଆ ବାଇବେଲ
ତା'ପରେ ମହାୟାଜକ ଠିଆ ହେଲେ ଓ ଯୀଶୁଙ୍କୁ ପଚ଼ାରିଲେ, ଏ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଯାହା ଅଭି ଯୋଗ କଲେ ତାର ତୁମ୍ଭେ କିଛି ଉତ୍ତର ଦବେ କି? ଏ ଲୋକମାନେ କ'ଣ ସତ୍ଯ କହୁଛନ୍ତି?
Cross references
ମାଥିଉଲିଖିତ ସୁସମାଚାର 27:12
କିନ୍ତୁ ଯେତବେେଳେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ତାହାଙ୍କୁ ଅଭିୟୁକ୍ତ କଲେ ସେ କିଛି ଉତ୍ତର ଦେଲନୋହିଁ।
ମାର୍କଲିଖିତ ସୁସମାଚାର 14:60
ତା'ପରେ ସମସ୍ତଙ୍କ ଆଗ ରେ ମହାୟାଜକ ଠିଆ ହେଲେ। ସେ ଯୀଶୁଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଅନକେ କଥା କହିଲେ। ତୁମ୍ଭ ବିରୁଦ୍ଧ ରେ ଯେତେ ଗୁଡିଏ ଅଭିଯୋଗ ଅଣାଗଲା, ସେ ବିଷୟ ରେ ତୁମ୍ଭର କିଛି କହିବାର ଅଛି କି? ଏ ଲୋକମାନେ କ'ଣ ସତ୍ଯ କଥା କହୁଛନ୍ତି?
ଲୂକଲିଖିତ ସୁସମାଚାର 23:9
େ ହରୋଦ ଯୀଶୁଙ୍କୁ ଅନକେ ପ୍ରଶ୍ନ ପଚାରିଲେ। କିନ୍ତୁ ଯୀଶୁ କିଛି ଦେଲେ ଉତ୍ତର ଦେଲନୋହିଁ।
ଯୋହନଲିଖିତ ସୁସମାଚାର 18:19
ମହାୟାଜକ ଯୀଶୁଙ୍କୁ ତାହାଙ୍କ ଶିଷ୍ଯମାନଙ୍କ ବିଷୟ ରେ ପ୍ରଶ୍ନ ପଚାରିଲେ। ସେ ଯୀଶୁଙ୍କୁ ତାହାଙ୍କ ଶିକ୍ଷା ବିଷୟ ରେ ପ୍ରଶ୍ନ କଲେ।
ଯୋହନଲିଖିତ ସୁସମାଚାର 19:9
ସେ ପ୍ରାସାଦ ଭିତରକୁ ଫରେିଗଲେ ଓ ଯୀଶୁଙ୍କ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଛ? ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ।