Home Bibles ମାର୍କଲିଖିତ ସୁସମାଚାର 15:5 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 15:5 · ଓଡ଼ିଆ ବାଇବେଲ

ଥାପି ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। ପୀଲାତ ଏଥି ରେ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ।

Cross references

ଗୀତସଂହିତା 71:7

ତୁମ୍ଭେ ହେଉଛି ମାରେ ଦୃଢ଼ ଆଶ୍ରଯ, ତଣେୁ ମୁଁ ଅନକେ ଲୋକମାନଙ୍କର ଉଦାହରଣ ହାଇେଅଛି।

ଯିଶାଇୟ 8:18

ଇଶ୍ରାୟେଲର ଲୋକମାନଙ୍କ ପାଇଁ ମୁଁ ଓ ମାରେ ପିଲାମାନେ ସଙ୍କତେ ଓ ପ୍ରମାଣ। କାରଣ ସିୟୋନ ପର୍ବତ ଉପ ରେ ବାସ କରୁଥିବା ସଦାପ୍ରଭୁ ସର୍ବଶକ୍ତିମାନଙ୍କ ଦ୍ବାରା ଆମ୍ଭମାନେେ ପ୍ ରରେିତ ହାଇେଅଛୁ।'

ଯିଶାଇୟ 53:7

ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହାଇେ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମଷେ ଶାବକ ତୁଲ୍ଯ ଓ ଲୋମ ଛଦନକୋରୀଙ୍କ ସମ୍ମୁଖ ରେ ନିରୀହ ମଷେ ତୁଲ୍ଯ ସେ ନିଜର ମୁଖ ଫିଟାଇଲେ ନାହିଁ।

ଯିଖରିୟ 3:8

ହେ! ମହାୟାଜକ ଯିହାଶୂେୟ ଓ ତୁମ୍ଭ ସମ୍ମୁଖ ରେ ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ। ଯେତବେେଳେ ଆମ୍ଭେ ଆପଣା ସ୍ବତନ୍ତ୍ର ଅନୁଚର ଆଣିବା ସେତବେେଳେ ଏହି ଲୋକମାନେ ୟିଏ କି କ'ଣ ଘଟିବ ବୋଲି ଦଖାଇବେେ ଉଦାହରଣ ହବେେ। ଯେଉଁ ଅନୁଚରକୁ ଆମ୍ଭେ ଆଣିବା ତାଙ୍କୁ ଶାଖା କୁହାୟିବ।

ମାଥିଉଲିଖିତ ସୁସମାଚାର 27:14

କିନ୍ତୁ ଯୀଶୁ ଗୋଟିଏ ହେଲେ ଉତ୍ତର ତାହାଙ୍କୁ ଦବୋକୁ ମନାକଲେ। ଏଥି ରେ ପୀଲାତ ବଡ଼ ଆଶ୍ଚର୍ୟ୍ଯ ହାଇଗେଲେ।

ଯୋହନଲିଖିତ ସୁସମାଚାର 19:9

ସେ ପ୍ରାସାଦ ଭିତରକୁ ଫରେିଗଲେ ଓ ଯୀଶୁଙ୍କ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଛ? ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:9

କିନ୍ତୁ ମାରେ ମନେ ହୁଏ ଯେ, ପରମେଶ୍ବର ଆମ୍ଭ ପ୍ ରରେିତମାନଙ୍କୁ ସର୍ବଶଷେ ରେ ରଖିଅଛନ୍ତି। ଆମ୍ଭମାନେେ ଯେପରି ମୃତ୍ଯୁଦଣ୍ଡ ରେ ଦଣ୍ଡିତ କରା ହାଇେଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ବର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖ ରେ ଆମ୍ଭମାନେେ ଯେପରି ଏକ ନାଟକ କରୁଛୁ।

Interlinear

Choose Theme