Home Bibles ଯୋହନଲିଖିତ ସୁସମାଚାର 19:10 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 19:10 · ଓଡ଼ିଆ ବାଇବେଲ

ପୀଲାତ କହିଲେ, ତୁମ୍ଭେ କ'ଣ ମାେ ସହିତ କଥା କହିବ ନାହିଁ? ମନରେଖ, ତୁମ୍ଭକୁ ମୁକ୍ତି ଦବୋକୁ କି କୃଶ ରେ ଚଢାଇବାକୁ ମଧ୍ଯ ଆମ୍ଭର କ୍ଷମତା ଅଛି।

Cross references

ଦାନିଏଲ 3:14

ଆଉ ନବୂଖଦ୍ନିତ୍ସର ସମାନଙ୍କେୁ ପଚାରିଲେ, ହେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ, ଏହା କଣ ସତ୍ଯ, ତୁମ୍ଭମାନେେ ମାରେ ଦବେତାଗଣର ପୂଜା କରୁନାହିଁ ଓ ମାରେସ୍ଥାପିତ ସୁବର୍ଣ୍ଣମଯ ପ୍ରତିମାକୁ ପ୍ରଣାମ କରୁନାହିଁ।

ଦାନିଏଲ 5:19

ପରମେଶ୍ବର ତାଙ୍କୁ ଏପରି ମହିମାନ୍ବିତ କଲେ ଯେ ସକଳ ଗୋଷ୍ଠୀ, ନାନା ଦେଶୀଯ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁ ରେ କମ୍ପିତ ହାଇେ ଭୟ କଲେ। ସେ ଯାହାକୁ ମାରିବାକୁ ଚାହିଁଲେ ତାକୁ ବଧ କଲେ। ପୁଣି ଯାହାକୁ ବଞ୍ଚିବାକୁ ଚାହିଁଲେ, ସେ ଜୀବିତ ରହିଲା। ତାଙ୍କରି ଇଚ୍ଛାନୁସା ରେ ଜଣେ ଉନ୍ନତ ହେଲା ଓ ତାଙ୍କର ଇଚ୍ଛାନୁସା ରେ ଜଣେ ଅବନତ ହେଲା।

ଯୋହନଲିଖିତ ସୁସମାଚାର 18:39

ପ୍ରେତ୍ୟକକ ବର୍ଷ ନିସ୍ତାରପର୍ବ ବେଳେ ମାଠାରୁେ ଜଣେ ବନ୍ଦୀର ମୁକ୍ତି ମାଗିବା ନିମନ୍ତେ ତୁମ୍ଭମାନଙ୍କର ପ୍ରଥା ଅଛି। ତେଣୁ ତୁମ୍ଭେ ଯଦି ଚାହଁ, ମୁଁ ଏହି 'ଯିହୂଦୀମାନଙ୍କ ରାଜାଙ୍କୁ' ମୁକ୍ତି ଦବେି।

Interlinear

Choose Theme