Home Bibles ☰ Books ମାଥିଉଲିଖିତ ସୁସମାଚାର 27:13 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 27:13 · ଓଡ଼ିଆ ବାଇବେଲ

ତେଣୁ ପୀଲାତ ଯୀଶୁଙ୍କୁ ପଚାରିଲେ, ସମାନେେ ତୁମ୍ଭ ବିରୁଦ୍ଧ ରେ ଯେଉଁ ସବୁ ଅଭିଯୋଗ କରୁଛନ୍ତି ତାହା ତୁମ୍ଭେ ଶୁଣିଛ। କାହିଁକି ଉତ୍ତର ଦେଉନାହଁ?

Cross references

ମାଥିଉଲିଖିତ ସୁସମାଚାର 26:62

ତା'ପରେ ମହାୟାଜକ ଠିଆ ହେଲେ ଓ ଯୀଶୁଙ୍କୁ ପଚ଼ାରିଲେ, ଏ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଯାହା ଅଭି ଯୋଗ କଲେ ତାର ତୁମ୍ଭେ କିଛି ଉତ୍ତର ଦବେ କି? ଏ ଲୋକମାନେ କ'ଣ ସତ୍ଯ କହୁଛନ୍ତି?

ଯୋହନଲିଖିତ ସୁସମାଚାର 18:35

ପୀଲାତ କହିଲେ, ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସମାନଙ୍କେର ପ୍ରଧାନଯାଜକମାନେ ତୁମ୍ଭକୁ ମାେ ପାଖକୁ ଆଣିଛନ୍ତି। ତୁମ୍ଭେ କ'ଣ ଦୋଷ କରିଛ?

ରେରିତମାନଙ୍କ କାର୍ଯ୍ୟର ବିବରଣ 22:24

ତା'ପରେ ସନୋପତି ପାଉଲଙ୍କୁ ସୈନ୍ଯ ନିବାସ ଭିତରକୁ ନଇୟିବୋ ପାଇଁ ଆଦେଶ ଦେଲେ। କାହିଁକି ଲୋକମାନେ ତାହାଙ୍କ ବିରୁଦ୍ଧ ରେ ଏଭଳି ପାଟିତୁଣ୍ଡ କରୁଥିଲେ, ତାହା ଜାଣିବା ପାଇଁ କୋରଡ଼ା ପ୍ରହାର ଦ୍ବାରା ପାଉଲଙ୍କୁ ପଚ଼ାରିବା ନିମନ୍ତେ ସେ ସୈନିକମାନଙ୍କୁ ଆଦେଶ ଦେଲେ।

Interlinear

Choose Theme