Home Bibles ଲୂକଲିଖିତ ସୁସମାଚାର 9:28 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 9:28 · ଓଡ଼ିଆ ବାଇବେଲ

ଏକଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗ ରେ ନଇେ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ।

Cross references

ଗୀତସଂହିତା 109:4

ମୁଁ ସମାନଙ୍କେୁ ପ୍ରମେ କଲି। କିନ୍ତୁ ସମାନେେ ମାେତେ ଦୋଷୀ କଲେ। କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଚାଲିଛି।

ମାଥିଉଲିଖିତ ସୁସମାଚାର 17:1

ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗ ରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସଠାେରେ ସମାନେେ ସମସ୍ତେ ଥିଲେ।

ମାଥିଉଲିଖିତ ସୁସମାଚାର 26:37

ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।

ମାର୍କଲିଖିତ ସୁସମାଚାର 1:35

ତା'ପର ଦିନ ସକାଳେ ଯୀଶୁ ଶୀଘ୍ର ଉଠି ପଡିଲେ। ଅନ୍ଧାର ଥାଉ ଥାଉ ସେ ଘର ଛାଡି ଗୋଟିଏ ନିଛାଟିଆ ଜାଗାକୁ ଚାଲିଗଲେ। ସଠାେରେ ସେ ପ୍ରାର୍ଥନା କଲେ।

ମାର୍କଲିଖିତ ସୁସମାଚାର 6:46

ଯୀଶୁ ଲୋକମାନଙ୍କୁ ବିଦାୟ ଦବୋ ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ଯ ରେ ପାହାଡ ଉପରକୁ ଗଲେ।

ମାର୍କଲିଖିତ ସୁସମାଚାର 9:2

ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗ ରେ ନଇେ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସଠାେରେ କବଳେ ସହେିମାନେ ଥିଲେ। ସଠାେରେ ଶିଷ୍ଯମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ବରୂପ ପରିବର୍ତ୍ତନ ହାଇେ ଗଲା।

ମାର୍କଲିଖିତ ସୁସମାଚାର 14:33

ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା'ପରେ ଯୀଶୁ ଅତ୍ଯଧିକ ବିଚଳିତ ଓ ଦୁଃଖ ରେ ପୂର୍ଣ୍ଣ ହବୋକୁ ଲାଗିଲେ,

ଲୂକଲିଖିତ ସୁସମାଚାର 3:21

ଯୋହନ କାରାଗାର ରେ ବନ୍ଦୀ ହବୋ ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେଉଥିଲେ। ତା'ପରେ ଯୀଶୁ ମଧ୍ଯ ଆସିଲେ ଓ ତାହାଙ୍କ ଦ୍ବାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବାଳେ ଆକାଶ ଖାଲିଗେଲା।

ଲୂକଲିଖିତ ସୁସମାଚାର 6:12

ସହେି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସଠାେରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବା ରେ ସାରା ରାତିଟି ବିତଇେଲେ।

ଲୂକଲିଖିତ ସୁସମାଚାର 8:51

ଯୀଶୁ ଘରକୁ ଆସିଲେ। ସେ କବଳେ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପାମାଆଙ୍କୁ ତାହାଙ୍କ ସହିତ ଭିତରକୁ ୟିବାକୁ ଦେଲେ।

ଲୂକଲିଖିତ ସୁସମାଚାର 9:18

ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ଯମାନେ ଏକାଠି ମିଳି ସହେିସ୍ଥାନକୁ ଆସିଲେ। ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ ସବୁ କହୁଛନ୍ତି?

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:1

ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେ ରଖ : ପ୍ରେତ୍ୟକକ ଅଭିଯୋଗ ପାଇଁ ଚାଲିବା ତିନି ଜଣ ସାକ୍ଷୀ ଦବୋ ଦରମାର ଯେ ସମାନେେ ତାହାର ସତ୍ଯତା ବିଷୟ ରେ ଜାଣିଛନ୍ତି।

ଏବ୍ରୀ 5:7

ଖ୍ରୀଷ୍ଟ ଜଗତ ରେ ଥିଲା ବେଳେ ଯେ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, ସହେି ପରମେଶ୍ବରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେ ହତେୁ ଯୀଶୁ ପରମେଶ୍ବରଙ୍କ ଇଚ୍ଛାନୁସା ରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ବର ତାହାଙ୍କ ପ୍ରାର୍ଥନା ରେ ପ୍ରତ୍ଯୁତ୍ତର ଦଇେଥିଲେ।

Interlinear

Choose Theme