ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେ ରଖ : ପ୍ରେତ୍ୟକକ ଅଭିଯୋଗ ପାଇଁ ଚାଲିବା ତିନି ଜଣ ସାକ୍ଷୀ ଦବୋ ଦରମାର ଯେ ସମାନେେ ତାହାର ସତ୍ଯତା ବିଷୟ ରେ ଜାଣିଛନ୍ତି।
Cross references
ଜଣକରୁ ଅଧିକ ସାକ୍ଷୀ ସାକ୍ଷ୍ଯ ପ୍ରଦାନ କଲେ ମୃତ୍ଯୁଦଣ୍ତ ଦିଆୟିବ। ମାତ୍ର ଏକ ସାକ୍ଷୀର ସାକ୍ଷ୍ଯ କୌଣସି ଲୋକ ପ୍ରତିକୂଳ ରେ ପ୍ରାଣଦଣ୍ତ ଦବୋ ନିମନ୍ତେ ଗ୍ରାହ୍ଯ ହବେନାହିଁ।
କବଳେ ଜଣେ ସାକ୍ଷୀ ପାଇଲି ତାକକ୍ସ୍ଟ ମୃତକ୍ସ୍ଟ୍ଯଦଣ୍ତ ଦିଆୟିବା ଉଚିତ୍ ନକ୍ସ୍ଟହଁ। କିନ୍ତୁ ଯଦି ତା'ର ଦକ୍ସ୍ଟଇଟି ବା ଦକ୍ସ୍ଟଇଟିରକ୍ସ୍ଟ ଅଧିକ ସାକ୍ଷୀ ଥାଏ ତବେେ ତାକକ୍ସ୍ଟ ମୃତକ୍ସ୍ଟ୍ଯଦଣ୍ତ ଦିଆୟିବା ଉଚିତ୍।
ଯଦି କୌଣସି ଲୋକ ଅପରାଧ କରେ ବା ପାପ କରେ, ତା'ର ଦେଶ ନିରୂପଣ ପାଇଁ ଗୋଟିଏ ସାକ୍ଷୀ ୟତେଷ୍ଟ ନକ୍ସ୍ଟ ହେଁ। ସହେି ଲୋକକୁ ଦଷେୀ ସାବ୍ଯସ୍ତ କରିବା ପାଇଁ ଦକ୍ସ୍ଟଇଟି ତିନୋଟି ସାକ୍ଷୀ ୟଥେଷ୍ଟ ହବେ।
ଆମ୍ଭେ ଯେତବେେଳେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବ, ମୁଁ ସଠାେରେ ପହଞ୍ଚିବି ଏବଂ ତୁମ୍ଭେ ସେ ସ୍ଥାନ ଛାଡିଲା ପରେ ମୁଁ ତୁମ୍ଭର କଥାଗୁଡିକ ନିଶ୍ଚିତ କରିବି।
ଦୁଇଜଣ ପାପଧମ ଲୋକଙ୍କୁ ଖାଜେ ଓ ସମାନଙ୍କେୁ ନାବୋତ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବୋକୁ କୁହ। ସମାନେେ କହିବେ ଯେ, ସମାନେେ ଶୁଣିଲେ, ନାବୋତ ପରମେଶ୍ବର ଓ ରାଜାଙ୍କୁ ଅଭିଶାପ ଦଇେଛନ୍ତି। ତା'ପରେ ତାକୁ ନଗର ବାହାରକୁ ନଇେ ପଥରମାରି ବଧ କର।
ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।
ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତବେେ ଜଣେ ବା ଦୁଇ ଜଣ ଲୋକଙ୍କୁ ନଇେ ପୁଣି ଥରେ ତା' ପାଖକୁ ଯାଅ। ତବେେ ଯାହା କିଛି କୁହା ଯାଇଛି, ଦୁଇ ବା ତିନିଜଣ ସାକ୍ଷୀଙ୍କ ଦ୍ବାରା ତାହା ସମର୍ଥିତ ହବେ।
କିନ୍ତୁ ଯଦିଓ ଅନକେ ମିଛ ସାକ୍ଷୀ ଆଗକୁ ଆସି ମିଛ ରେ ସାକ୍ଷ୍ଯ ଦେଲେ, ତଥାପି ମହାସଭା ଯୀଶୁଙ୍କୁ ମୃତ୍ଯୁଦଣ୍ଡ ଦବୋ ପାଇଁ ପ୍ରକୃତ କାରଣ ପାଇ ପାରିଲା ନାହିଁ। ଶଷେ ରେ ଦୁଇଜଣ ଲୋକ ଆଗରୁ ବାହାରି ଆସି କହିଲେ,
ତୁମ୍ଭର ବିଧି ବ୍ଯବସ୍ଥା କୁ ହେ ଯେ କୌଣସି ଘଟଣା ସମ୍ବନ୍ଧ ରେ ଯଦି ଦୁଇ ଜଣ ସାକ୍ଷୀ ସମାନ କଥା କହନ୍ତି, ତବେେ ତୁମ୍ଭେ ନିଶ୍ଚୟ ସମାନଙ୍କେ କଥା ଗ୍ରହଣ କରିବ।
ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ୟିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ହବେି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କରେ ନାହିଁ। ପ୍ରତି ବଦଳ ରେ ମୁଁ ତୁମ୍ଭମାନଙ୍କୁ ଚା ହେଁ। ସନ୍ତାନମାନଙ୍କର ନିଜ ମାତାପିତା ଲାଗି କୌଣସି ସଞ୍ଚୟର ଆବଶ୍ଯକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି।
ଯେଉଁଲୋକ ମାଶାଙ୍କେ ବ୍ଯବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନିଜଣ ସାକ୍ଷୀ ଆବଶ୍ଯକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଇଥିଲା।