ମୁଁ ସମାନଙ୍କେୁ ପ୍ରମେ କଲି। କିନ୍ତୁ ସମାନେେ ମାେତେ ଦୋଷୀ କଲେ। କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଚାଲିଛି।
Cross references
ଦାଉଦ ତାଙ୍କର ମନ ଅବଶାଲୋମ ଆଡେ ଗଲାପରେ ତାଙ୍କର ପ୍ରାଣ କ୍ଷୀଣ ହେଲା କାରଣ ସେ ଅମ୍ ନୋନର ମୃତକ୍ସ୍ଟ୍ଯ ଜାଣି ସାନ୍ତ୍ବନା ପ୍ରାଲ୍ଗ ହେଲ।
ଜଣେ ଲୋକ ଦାଉଦଙ୍କକ୍ସ୍ଟ କହିଲେ, ଅବଶା ଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି। ତା'ପରେ ଦାଉଦ ପ୍ରାର୍ଥନା କଲେ, ହେ ମାରେ ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକକ୍ସ୍ଟ ଅଦରକାରୀ କର।
ତେଣୁ ହାନୂନ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସମାନଙ୍କେ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ଯ, ହାନୂନ ସମାନଙ୍କେ ନିତମ୍ବ ନିକଟକୁ ବସ୍ତ୍ର କାଟି ପକାଇଲେ। ଏହାପରେ ସେ ସମାନଙ୍କେୁ ପଠାଇ ଦେଲେ।
ମୁଁ କୌଣସି ଭୁଲ କାର୍ୟ୍ଯ କରି ନାହିଁ। ତଥାପି ସେ ଲୋକମାନେ ବିନା କାରଣରେ ମାେତେ ୟନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ। ସମାନେେ ମାେତେ ୟନ୍ତାରେ ପକାଇବାକୁ ଉଦ୍ଯମ କରିଥିଲେ।
ମୁଁ କବଳେ ଭଲ କାର୍ୟ୍ଯ କରିଛି। କିନ୍ତୁ ସହେି ଲୋକମାନେ ମାେ ବିରୁଦ୍ଧରେ କବଳେ ମନ୍ଦ କାର୍ୟ୍ଯ କରିଛନ୍ତି। ସଦାପ୍ରଭୁ ଦୟାକରି ମାେତେ କବଳେ ଭଲ ଜିନିଷ ଦିଅ, ୟାହା ମାରେ ପ୍ରାପ୍ଯ ଅଟେ।
ମାରେ ଶତ୍ରୁମାନେ ମାେ ପ୍ରତି ମନ୍ଦ ଆଚରଣ କରନ୍ତି। କିନ୍ତୁ ମୁଁ ସମାନଙ୍କେ ପ୍ରତି ଉତ୍ତମ ବ୍ଯବହାର କଲେ। ମୁଁ ସବୁବେଳେ ଉତ୍ତମ କାର୍ୟ୍ଯ କରିବାକୁ ଚେଷ୍ଟା କରେ। କିନ୍ତୁ ସହେି ଲୋକମାନେ ତଥାପି ମାେ ବିରୁଦ୍ଧରେ ୟାଆନ୍ତି।
ମୁଁ ପରମେଶ୍ବରଙ୍କଠାରେ ସାହାୟ୍ଯ ପାଇଁ ପ୍ରାର୍ଥନା କରିବି। ଏବଂ ସଦାପ୍ରଭୁ ମାେତେ ରକ୍ଷା କରିବେ।
ସମାନେେ, ସର୍ବସାଧାରଣ ସ୍ଥାନରେ ମାରେ ଚର୍ଚ୍ଚା କରୁଛନ୍ତି ଏବଂ ମଦୁଆମାନେ ମାେ ବିଷଯରେ ତାଚ୍ଛଲ୍ଯଭରା ଗୀତ ଗାଉଛନ୍ତି।
ଯେଉଁ ଲୋକ ଭଲ ବଦଳ ରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କବେେ ଛାଡ଼ିବ ନାହିଁ।
ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।
ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସମାନେେ ନିଜ ନିଜ ଭିତ ରେ କଥାବାର୍ତ୍ତା କଲେ, ଯୀଶୁଙ୍କ ପାଇଁ କ'ଣ କରାୟିବ?
ଯୀଶୁ କହିଲେ, ହେ ପରମପିତା, ଯେଉଁ ଲୋକମାନେ ମାେତେ ହତ୍ଯା କରୁଛନ୍ତି, ସମାନଙ୍କେୁ କ୍ଷମା କର। କାରଣ ସମାନେେ କ'ଣ କରୁଛନ୍ତି, ତାହା ସମାନେେ ଜାଣନ୍ତି ନାହିଁ।
କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ମୁଁ ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରି ସାରିଛି। ତୁମ୍ଭେ ସେସବୁ ଦେଖିଛ। ତବେେ କେଉଁ ଭଲ କାର୍ୟ୍ଯ ହତେୁ ତୁମ୍ଭେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛ?
ଏଣୁ ମାେ ପାଖ ରେ ଯାହା ଅଛି, ମୁଁ ଆନନ୍ଦର ସହିତ ତୁମ୍ଭମାନଙ୍କୁ ଦବେି। ତୁମ୍ଭମାନଙ୍କ ଲାଗି ମୁଁ ନିଜକୁ ମଧ୍ଯ ଦଇେ ଦବେି। ଯଦି ମୁଁ ତୁମ୍ଭମାନଙ୍କୁ ଅଧିକ ଭଲ ପାଏ ତା' ହେଲେ ତୁମ୍ଭମାନେେ କ'ଣ ମାେତେ ସ୍ନହେ ରେ ଊଣା କରିବ ?