Home Bibles ଲୂକଲିଖିତ ସୁସମାଚାର 3:21 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 3:21 · ଓଡ଼ିଆ ବାଇବେଲ

ଯୋହନ କାରାଗାର ରେ ବନ୍ଦୀ ହବୋ ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ବାରା ବାପ୍ତିଜିତ ହେଉଥିଲେ। ତା'ପରେ ଯୀଶୁ ମଧ୍ଯ ଆସିଲେ ଓ ତାହାଙ୍କ ଦ୍ବାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବାଳେ ଆକାଶ ଖାଲିଗେଲା।

Cross references

ମାଥିଉଲିଖିତ ସୁସମାଚାର 3:13

ସହେି ସମୟରେ ଯୋହନଙ୍କଠାରୁ ବାପ୍ତିସ୍ମ ନବୋପାଇଁ ଯୀଶୁ ଗାଲିଲୀରୁ ୟର୍ଦ୍ଦନ ନଦୀ କୂଳକୁ ଆସିଲେ।

ମାଥିଉଲିଖିତ ସୁସମାଚାର 14:23

ତା'ପରେ ଜମା ହାଇେଥିବା ଲୋକମାନଙ୍କୁ ବିଦାୟ କରି ସେ ପ୍ରାର୍ଥନା କରିବାକୁ ଏକାକୀ ପାହାଡ ଉପରକୁ ଗଲେ। ସନ୍ଧ୍ଯା ହାଇେ ସାରିଥିଲା, ଯୀଶୁ ସଠାେରେ ଏକୁଟିଆ ଥିଲେ।

ମାର୍କଲିଖିତ ସୁସମାଚାର 1:9

ସହେି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଗୋଟିଏ ସହର ଯୋହନଙ୍କ ପାଖକୁ ଆସିଲେ। ଯୋହନ ଯୀଶୁଙ୍କୁ ୟର୍ଦ୍ଦନ ନଦୀ ରେ ବାପ୍ତିସ୍ମ ଦେଲେ।

ଲୂକଲିଖିତ ସୁସମାଚାର 5:16

ଯୀଶୁ କିନ୍ତୁ ପ୍ରାର୍ଥନା କରିବା ପାଇଁ ଅଧିକାଂଶ ସମୟରେ କୌଣସି ନିର୍ଜ୍ଜନ ସ୍ଥାନକୁ ଚାଲି ଯାଉଥିଲେ।

ଲୂକଲିଖିତ ସୁସମାଚାର 9:18

ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ଯମାନେ ଏକାଠି ମିଳି ସହେିସ୍ଥାନକୁ ଆସିଲେ। ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ ସବୁ କହୁଛନ୍ତି?

ଲୂକଲିଖିତ ସୁସମାଚାର 9:28

ଏକଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗ ରେ ନଇେ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ।

ଯୋହନଲିଖିତ ସୁସମାଚାର 1:32

ତା'ପରେ ଯୋହନ କହିଲେ, ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ଯ ଜାଣି ନଥିଲି। କିନ୍ତୁ ପରମେଶ୍ବର ମାେତେ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦବୋ ପାଇଁ ପଠଇେଥିଲେ। ଏବଂ ପରମେଶ୍ବର ମାେତେ କହିଥିଲେ, 'ତୁମ୍ଭେ ପବିତ୍ର ଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ଯକ୍ତିଙ୍କ ଉପରେ ସ୍ଥିର ହାଇେ ରହିବା ଦେଖିବ, ସହେି ବ୍ଯକ୍ତି ଯକେି ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିଜିତ ଦବେେ।

ଯୋହନଲିଖିତ ସୁସମାଚାର 12:27

ବର୍ତ୍ତମାନ ମୁଁ ବହୁତ ଉଦ୍ବିଗ୍ନ ଅଛି। ମୁଁ କ'ଣ କହିବି? ' ହେ ପରମପିତା, ମାେତେ ଏ ୟନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର', ଏଭଳି କହି କ'ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ ୟନ୍ତ୍ରଣା ଭୋଗିବି ବୋଲି ଆସିଛି।

Interlinear

Choose Theme