Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 14:6 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 14:6 · ଓଡ଼ିଆ ବାଇବେଲ

ପାଉଲ ଓ ବର୍ଣ୍ଣବ୍ବା ଏହା ଜାଣିପାରି ଲୁକାଅନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଚ଼ାରିପାଖ ଅଞ୍ଚଳକୁ ଚ଼ାଲିଗଲେ।

Cross references

ଦିତୀୟ ରାଜାବଳୀ 6:8

ଥରେ ଅରାମର ରାଜା ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରୁଥିଲେ। ସେ ନିଜର ସନୋର ଉଚ୍ଚକର୍ମଗ୍ଭରୀ ସହିତ ଏକ ସଭା ଥିଲା ଓ ସେ ସମାନଙ୍କେୁ ଆଦେଶ ଦେଲେ, ଏମିତି ସ୍ଥାନ ରେ ଲୁଚିରୁହ ଯେତବେେଳେ ସମାନେେ ଆସିବେ। ଇଶ୍ରାୟେଲୀୟମାନଙ୍କୁ ଆକ୍ରମଣ କର।

ମାଥିଉଲିଖିତ ସୁସମାଚାର 10:23

ଗୋଟିଏ ନଗର ରେ ସମାନେେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ଯ କହୁଛି ଇଶ୍ରାୟେଲ ସମସ୍ତ ନଗରୀ ରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ଯ ପୁତ୍ର ପୁନର୍ବାର ଆସିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:24

ଯିହୂଦୀମାନେ ତାହାଙ୍କୁ ମାରିବାପାଇଁ ଦିନରାତି ନଗରର ଫାଟକ ଗୁଡ଼ିକ ପାଖ ରେ ଜଗି ବସିଲେ। କିନ୍ତୁ ଶାଉଲ ଏହା ଜାଣିପାରିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:20

କିନ୍ତୁ ଶିଷ୍ଯମାନେ ପାଉଲଙ୍କ ଚ଼ାରିପାଖେ ଘରେି ୟିବାରୁ ସେ ଉଠି ପଡ଼ି ନଗରକୁ ଚ଼ାଲିଗଲେ। ତହିଁ ଆରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀ ନଗରକୁ ଚ଼ାଲିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:1

ପାଉଲ ଦର୍ବୀ ଓ ଲୁସ୍ତ୍ରା ନଗରକୁ ଗଲେ। ସଠାେରେ ତୀମଥି ନାମକ ଜଣେ ଶିଷ୍ଯ ଥିଲେ। ସେ ଜଣେ ବିଶ୍ବାସୀନୀ ଯିହୂଦୀ ସ୍ତ୍ରୀଙ୍କର ପୁତ୍ର ଥିଲେ କିନ୍ତୁ ତାହାଙ୍କର ପିତା ଗ୍ରୀକ୍ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:13

ଥସେଲନୀକୀୟ ଯିହୂଦୀୟମାନେ ବରଯୋ ନଗର ରେ ପାଉଲ ପରମେଶ୍ବରଙ୍କର ବାକ୍ଯ ପ୍ରଚ଼ାର କରୁଛନ୍ତି ବୋଲି ଜାଣିପାରିଲେ। ତେଣୁ ସମାନେେ ସଠାେକୁ ଆସି ଆନ୍ ଦୋଳନ କରି ଲୋକ ସମୂହକୁ ମତଇେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:12

ତହିଁ ଆରଦିନ କେତକେ ଯିହୂଦୀ ଗୋଟିଏ ଯୋଜନା କଲେ। ସମାନେେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚାହିଁଲେ। ତାହାଙ୍କୁ ହତ୍ଯା ନକରିବା ପର୍ୟ୍ଯନ୍ତ ସମାନେେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:11

ତୁମ୍ଭମାନେେ ମାେ ପ୍ରତି ନିର୍ୟ୍ଯାତନାଗୁଡ଼ିକ ଓ ମାରଦେୁଃଖଗୁଡ଼ିକ ବିଷୟ ରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରା ରେ ମାେ ପ୍ରତି ଯାହା ସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସହେି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ୟ୍ଯାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସହେିସବୁ କଷ୍ଟରୁ ପରମେଶ୍ବର ମାେତେ ରକ୍ଷା କଲେ।

Interlinear

Choose Theme