Cross references
ଆଦି ପୁସ୍ତକ 10:24
ଏବଂ ଅର୍ଫକ୍ଷଦର ସନ୍ତାନ ଶଲହେ ଓ ଶଲହରେ ସନ୍ତାନ ଏବର।
ଆଦି ପୁସ୍ତକ 11:12
ଆର୍ଫକଷଦ ପଞ୍ଚତିରିଶ ବର୍ଷ ବଯସ ରେ ଶଲହରେ ପିତା ହେଲ।
ଆଦି ପୁସ୍ତକ 11:18
ପଲଗକେୁ ତିରିଶ ବର୍ଷ ବଯସ ରେ ରିଯୁ ନାମକ ଏକ ପୁତ୍ରକୁ ଜନ୍ମ ଦେଲେ।
ପ୍ରଥମ ବଂଶାବଳୀ 1:25
ଏବର, ପଲେଗ୍, ରିଯ ;