Cross references
ରୂତର ବିବରଣ 4:12
ସଦାପ୍ରଭୁ ଏହି ୟକ୍ସ୍ଟବତୀ ଦ୍ବାରା ତୁମ୍ଭକୁ ଯେଉଁ ସନ୍ତାନ ଦବେେ, ତାହା ଦ୍ବାରା ତୁମ୍ଭର ବଂଶ ତାମର ଗର୍ଭ ରେ ୟକ୍ସ୍ଟହକ୍ସ୍ଟଦା ରେ ଜନ୍ମିତ ପରେସର ବଂଶ ତକ୍ସ୍ଟଲ୍ଯ ହେଉ।
ପ୍ରଥମ ବଂଶାବଳୀ 2:4
ଯିହୁଦାଙ୍କର ପୁତ୍ରବଧୂ ତାମର ପରେସ ଓ ସରହଙ୍କେୁ ଜନ୍ମ ଦଲୋ। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 2:5
ପରେସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ।
ପ୍ରଥମ ବଂଶାବଳୀ 4:1
ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ। ସମାନେେ ଥିଲେ ପରେସ, ହିଷ୍ରୋଣ, କର୍ମି, ହୂର ଓ ଶାେବଲ୍।
ମାଥିଉଲିଖିତ ସୁସମାଚାର 1:3
ୟିହୂଦା, ଫରେସ ଓ ସରହଙ୍କେ ବାପା।
ଲୂକଲିଖିତ ସୁସମାଚାର 3:33
ବହଶୋନ ଅମ୍ମୀନାଦାବଙ୍କ ପୁତ୍ର।