Home Bibles ☰ Books ଲୂକଲିଖିତ ସୁସମାଚାର 3:31 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 3:31 · ଓଡ଼ିଆ ବାଇବେଲ

ଏଲିଯାକୀମ ମଲାହଙ୍କ ପୁତ୍ର।

Cross references

ଦିତୀୟ ଶାମୁୟେଲ 5:14

ସହେିସବୁ ପକ୍ସ୍ଟତ୍ର ଯେଉଁମାନେ ୟିରକ୍ସ୍ଟଶାଲମ ରେ ଦାଉଦଙ୍କ ଔରସରକ୍ସ୍ଟ ଜନ୍ମ ହେଲେ। ସମାନେେ ହେଲେ, ସମ୍ମୂଯ, ଶୋବବ୍, ନାଥନ୍ ଓ ଶଲୋମନ୍।

ପ୍ରଥମ ବଂଶାବଳୀ 3:5

ୟିରୁଶାଲମ ରେ ଦାଉଦଙ୍କର ଏହି ପୁତ୍ରମାନେ ଜନ୍ମ ହାଇେଥିଲେ।

ପ୍ରଥମ ବଂଶାବଳୀ 14:4

ୟିରୁଶାଲମ ରେ ଜନ୍ମ ହାଇେଥିବା ଦାଉଦଙ୍କର ସନ୍ତାନମାନଙ୍କର ନାମ ଏହି : ଶମ୍ମଯ, ଶୋବବ, ନାଥନ, ଶଲୋମନ,

ଯିଖରିୟ 12:12

ସମଗ୍ର ଦେଶ ଶାେକ କରିବ, ପ୍ରେତ୍ୟକକ ପରିବାର ନିଜେ ନିଜେ ଶାେକ କରିବେ। ଦାଉଦ ପରିବାରର ଲୋକମାନେ ନିଜେ ନିଜେ, ଏବଂ ସମାନଙ୍କେର ସ୍ତ୍ରୀମାନେ ନିଜେ ନିଜେ, ନାଥନ୍ ବଂଶର ଲୋକମାନେ ନିଜେ ନିଜେ ଏବଂ ସମାନଙ୍କେର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ।

Interlinear

Choose Theme