ପବିତ୍ର ଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦହେ ଧାରଣ କରିଥିଲେ। ଆକାଶବାଣୀ ହେଲା: ତୁମ୍ଭେ ମାରେ ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ଯନ୍ତ ସନ୍ତୁଷ୍ଟ।
Cross references
ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସହେି ନିଯମ ଘୋଷଣା କରୁଛି। ସଦାପ୍ରଭୁ ମାେତେ କହିଲେ, ଆଜିଠାରୁ ମୁଁ ତୁମ୍ଭର ପିତା ହେଲ ଓ ତୁମ୍ଭେ ମାରେ ପୁତ୍ର ହେଲ।
ମାରଦୋସକୁ ଦେଖ। ମୁଁ ତାକୁ ମନୋନୀତ କରିଛି। ମାରେ ଚିତ୍ତ ତାହାଠା ରେ ସନ୍ତୁଷ୍ଟ। ମୁଁ ତାହା ଉପ ରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ଯଦେଶ ପ୍ରତି ନ୍ଯାଯ ବିଚାର କରିବ।
ସେତବେେଳେ ଆକାଶରୁ ଏହି ବାଣୀ ହେଲା: ଏ ମାରେ ପ୍ରୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ ରମେ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।
ୟିଶାଇୟ କହିଥିଲେ, ଏ ମାରେ ସବେକ। ମୁଁ ତାହାଙ୍କୁ ବାଛିଛି। ମୁଁ ତାହାଙ୍କୁ ଭଲ ପାଏ। ମୁଁ ତାହାଙ୍କ ଉପରେ ଖୁସୀ। ମାରେ ଆତ୍ମା ମୁଁ ତାହାଙ୍କଠା ରେ ରଖିବି। ସେ ଜାତିମାନଙ୍କ ଭିତ ରେ ନ୍ଯାୟ ଘାଷେଣା କରିବେ।
ପିତର ଏକଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ବଳ ମେଘଖଣ୍ଡ ଆସି ସମାନଙ୍କେୁ ଢ଼ାଙ୍କି ଦଲୋ। ମେଘମଧ୍ଯରୁ ଆକାଶବାଣୀ ହେଲା, ଏ ହେଉଛନ୍ତି ମାରେ ପୁତ୍ର ଯାହାଙ୍କୁ ମୁଁ ପ୍ ରମେ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।
ସେ ପରମେଶ୍ବରଙ୍କଠା ରେ ବିଶ୍ବାସ କରୁଥିଲେ। ଯଦି ପ୍ରକୃତ ରେ ପରମେଶ୍ବର ତାହାଙ୍କୁ ଚାହୁଁଥାଆନ୍ତି, ତବେେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, 'ମୁଁ ପରମେଶ୍ବରଙ୍କ ପୁତ୍ର।'
ଯୀଶୁ ସମାନଙ୍କେୁ କହିଲେ, ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲା, ତାହା ତୁମ୍ଭମାନେେ ଶୁଣିଲା ବେଳେ ଶାସ୍ତ୍ର ରେ ଏହି ବାକ୍ଯ ଏବେ ସଫଳ ହେଲା।
ପିତର ଏହି ସବୁ କଥା କହିବା ସମୟରେ ଖଣ୍ଡେ ମେଘ ଉଠି ଆସିଲା ସମସ୍ତଙ୍କୁ ଘୋଡାଇ ପକଇେଲା। ମେଘ ସମାନଙ୍କେୁ ଘୋଡାଇ ପକାଇବାରୁ ପିତର, ଯାକୁବ ଓ ଯୋହନ ଡରିଗଲେ।
ତା'ପରେ ଯୋହନ କହିଲେ, ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ଯ ଜାଣି ନଥିଲି। କିନ୍ତୁ ପରମେଶ୍ବର ମାେତେ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦବୋ ପାଇଁ ପଠଇେଥିଲେ। ଏବଂ ପରମେଶ୍ବର ମାେତେ କହିଥିଲେ, 'ତୁମ୍ଭେ ପବିତ୍ର ଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ଯକ୍ତିଙ୍କ ଉପରେ ସ୍ଥିର ହାଇେ ରହିବା ଦେଖିବ, ସହେି ବ୍ଯକ୍ତି ଯକେି ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିଜିତ ଦବେେ।
ତୁମ୍ଭମାନେେ ନାଜରିତୀୟ ଯୀଶୁଙ୍କ ବିଷୟ ରେ ମଧ୍ଯ ଜାଣିଛ। ପରମେଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତି ରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ଯାଚ଼ାର ଅଧୀନ ରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ବାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ବର ତାହାଙ୍କ ସହିତ ଥିଲେ।
ଅନ୍ଧକାରର ଶକ୍ତିରୁ ପରମେଶ୍ବର ଆମ୍ଭକୁ ସ୍ବାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ଯ ମଧ୍ଯକୁ ଆଣିଛନ୍ତି।
ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ ପଥର। ଜଗତର ଲୋକମାନେ ସହେି ପଥରଟି ଅଗ୍ରାହ୍ଯ କଲେ। କିନ୍ତୁ ପରମେଶ୍ବର ସହେି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ବରଙ୍କ ପାଇଁ ତାହାଙ୍କ ମୂଲ୍ଯ ଅଧିକ।
ଯେତବେେଳେ ପରମପିତା ପରମେଶ୍ବରଙ୍କ ଠାରୁ ଯୀଶୁ ସମ୍ମାନ ଓ ମହିମା ପାଇଥିଲେ, ସେତବେେଳେ ଯୀଶୁ ପିତା ପରମେଶ୍ବରଙ୍କ ମହାଗୌରବୟୁକ୍ତ ବାଣୀ ଶୁଣିଥିଲେ। ସହେି ସ୍ବର କହିଥିଲା : ଏ ମାରେପୁତ୍ର, ମୁଁ ତାହାକୁ ପ୍ ରମେ କରେ। ମୁଁ ତା' ଉପରେ ଅତି ପ୍ରସନ୍ନ।