ଯୋହନଲିଖିତ ସୁସମାଚାର 20:11 · ଓଡ଼ିଆ ବାଇବେଲ
କିନ୍ତୁ ମରିୟମ କବର ବାହା ରେ ଠିଆ ହାଇେ କାନ୍ଦୁଥିଲେ। ସେ କାନ୍ଦୁଥିବା ବେଳେ ନଇଁପଡି କବର ଭିତରକୁ ଚାହିଁଲେ।
Cross references
ଯୋହନଲିଖିତ ସୁସମାଚାର 20:5
ସେ ନଇଁପଡି ଭିତରକୁ ଚାହିଁ ପତଳା ଆଚ୍ଛାଦନ ବସ୍ତ୍ର ସଠାେରେ ପଡିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।