Home Bibles ଲୂକଲିଖିତ ସୁସମାଚାର 24:19 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 24:19 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ କେଉଁ ଘଟଣା ଗୁଡିକ ବିଷୟ ରେ କହୁଛ?

Cross references

ମାଥିଉଲିଖିତ ସୁସମାଚାର 21:11

ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକେ କହିଲେ, ଏ ହେଉଛନ୍ତି ଭବିଷ୍ଯଦ୍ବକ୍ତା ଯୀଶୁ। ସେ ଗାଲିଲୀ ପ୍ରଦେଶ ରେ ନାଜରିତ ସହରରୁ ଆସିଛନ୍ତି।

ମାର୍କଲିଖିତ ସୁସମାଚାର 1:24

ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭକୁ ଧ୍ବଂସ କରିଦବୋକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ବ୍ଯକ୍ତି।

ଲୂକଲିଖିତ ସୁସମାଚାର 7:16

ସବୁଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରମେଶ୍ବରଙ୍କ ମହିମା ଗାନ କଲେ। ସମାନେେ କହିଲେ, ଜଣେ ମହାନ ଭବିଷ୍ଯଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା ଆହୁରି ମଧ୍ଯ ସମାନେେ କହିଲେ, ପରମେଶ୍ବର ନିଜ ଲୋକଙ୍କୁ ସାହାୟ୍ଯ କରିବା ପାଇଁ ଆସି ଯାଇଛନ୍ତି।

ଯୋହନଲିଖିତ ସୁସମାଚାର 3:2

ସେ ଦିନେ ରାତ୍ରି ରେ ଯୀଶୁଙ୍କ ପାଖକୁ ଆସିଲେ। ସେ କହିଲେ, ହେ ଗୁରୁ, ଆମ୍ଭେ ଜାଣୁଛୁ ଯେ, ତୁମ୍ଭେ ଏକ ଗୁରୁ, ପରମେଶ୍ବରଙ୍କ ଦ୍ବାରା ପଠାଯାଇ ଅଛ। ତୁମ୍ଭେ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ କରୁଛ ସେ ଗୁଡିକ ପରମେଶ୍ବରଙ୍କ ସାହାୟ୍ଯ ନପାଇ କହେି କରିପାରିବେ ନାହିଁ।

ଯୋହନଲିଖିତ ସୁସମାଚାର 4:19

ସ୍ତ୍ରୀ ଲୋକଟି କହିଲା, ମହାଶୟ, ମୁଁ ଜାଣିପାରୁଛି, ଆପଣ ଜଣେ ଭବିଷ୍ଯଦ୍ବକ୍ତା।

ଯୋହନଲିଖିତ ସୁସମାଚାର 6:14

ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖି କହିଲେ, ସେ ନିଶ୍ଚୟ ଜଣେ ଭବିଷ୍ଯଦ୍ବକ୍ତା, ୟିଏ କି ଏହି ଜଗତକୁ ଆସିଛନ୍ତ।

ଯୋହନଲିଖିତ ସୁସମାଚାର 7:40

ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତକେ ଲୋକ କହିଲେ, ଏହି ଲୋକ ପ୍ରକୃତ ରେ ସହେି ଭବିଷ୍ଯଦ୍ବକ୍ତା।

ଯୋହନଲିଖିତ ସୁସମାଚାର 7:52

ଯିହୂଦୀନେତାମାନେ ଉତ୍ତର ଦେଲେ, ତୁମ୍ଭେ କ'ଣ ସହେି ଗାଲିଲୀୟମାନଙ୍କ ମଧ୍ଯରୁ ଜଣେ? ଧର୍ମଶାସ୍ତ୍ରଗୁଡିକୁ ଅନୁସନ୍ଧାନ କର। ତୁମ୍ଭେ ଜାଣି ପାରିବ, କୌଣସି ଭବିଷ୍ଯଦ୍ବକ୍ତା ଗାଲିଲୀରୁ ଆସନ୍ତି ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:22

ହେ ଇଶ୍ରାୟେଲର ଲୋକମାନେ, ଏହି ସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ଯକ୍ତି ଥିଲେ। ଯାହାଙ୍କୁ ଈଶ୍ବର ପଠାଇ ଥିଲେ। ଯୀଶୁ ଯେଉଁ ସବୁ ଶକ୍ତିଶାଳୀ କାର୍ୟ୍ଯ ଏବଂ ଆଶ୍ଚର୍ୟ୍ଯ ଘଟଣା ସବୁ କରିଥିଲେ, ତାହାଦ୍ବାରା ପରମେଶ୍ବର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:22

ମାଶାେ ମିଶରବାସୀମାନଙ୍କର ସମସ୍ତ ବିଦ୍ଯା ରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ଯ ଓ କାମ ରେ ଶକ୍ତିଶାଳୀ ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:38

ତୁମ୍ଭମାନେେ ନାଜରିତୀୟ ଯୀଶୁଙ୍କ ବିଷୟ ରେ ମଧ୍ଯ ଜାଣିଛ। ପରମେଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତି ରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ଯାଚ଼ାର ଅଧୀନ ରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ବାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ବର ତାହାଙ୍କ ସହିତ ଥିଲେ।

Interlinear

Choose Theme