ଲୂକଲିଖିତ ସୁସମାଚାର 24:18 · ଓଡ଼ିଆ ବାଇବେଲ
ତାହାଙ୍କ ଭିତରୁ କ୍ଲୟେପା ନାମକ ଲୋକଟି ଉତ୍ତର ଦଲୋ, ତୁମ୍ଭେ ୟିରୁଶାଲମଠା ରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତଦେିନ ଭିତ ରେ ଘଟି ଯାଇଥିବା ଘଟଣାଗୁଡିକ ବିଷୟ ରେ କିଛି ଜାଣନାହିଁ।
Cross references
ଯୋହନଲିଖିତ ସୁସମାଚାର 19:25
ଯୀଶୁଙ୍କର ମା' ତାହାଙ୍କ କୃଶ ନିକଟରେ ଠିଆ ହାଇେଥିଲେ, ସଠାେରେ ତାହାଙ୍କର ମାଉସୀ, କ୍ ଲୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲୀନୀ ମରିୟମ ମଧ୍ଯ ଠିଆ ହାଇେଥିଲେ।