Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 7:22 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 7:22 · ଓଡ଼ିଆ ବାଇବେଲ

ମାଶାେ ମିଶରବାସୀମାନଙ୍କର ସମସ୍ତ ବିଦ୍ଯା ରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ଯ ଓ କାମ ରେ ଶକ୍ତିଶାଳୀ ଥିଲେ।

Cross references

ପ୍ରଥମ ରାଜାବଳୀ 4:29

ପରମେଶ୍ବର ଶ ଲୋମନଙ୍କୁ ଅତିଶଯ ଜ୍ଞାନୀ ଓ ବୁଦ୍ଧିମାନ କଲେ। ତାଙ୍କର ଜ୍ଞାନ ଅନ୍ତଦୃଷ୍ଟି ଓ ମହତ ବୁଝାମଣା ସମୁଦ୍ରବାଲୁକା ସଦୃଶ ଅକଳନ ହେଲା।

ଦିତୀୟ ବଂଶାବଳୀ 9:22

ରାଜା ଶଲୋମନ ପୃଥିବୀସ୍ଥ ଅନ୍ୟ ରାଜାମାନଙ୍କଠାରୁ ଧନସମ୍ପଦ ଓ ଜ୍ଞାନ ରେ ଅତ୍ଯନ୍ତ ମହାନ୍ ହାଇେ ଉଠିଲେ।

ଯିଶାଇୟ 19:11

ସିୟୋନର ଅଧିପତିମାନେ ନିତାନ୍ତ ନିର୍ବୋଧ। ଫାରୋର ଜ୍ଞାନୀ ଉପଦେଷ୍ଟାଗଣ କୁପରାମର୍ଶ ଦିଅନ୍ତି। ସହେି ଅଧିପତିଗଣ ନିଜକୁ ଜ୍ଞାନୀ ଏବଂ ବିଦ୍ବାନ ମନେ କରନ୍ତି। ସମାନେେ ପ୍ରାଚୀନ ବୈଭବଶାଳୀ ରାଜବଂଶର ଅଂଶ ଅଟନ୍ତି। ମାତ୍ର ପ୍ରକୃତ ରେ ସମାନେେ ଜ୍ଞାନୀ ନୁହଁନ୍ତି।'

ଦାନିଏଲ 1:4

ରାଜା ଯିହାୟୋଦାରକୀମ୍ ଚାହିଁଲେ ସ୍ବାସ୍ଥ୍ଯବାନ୍, ସୁନ୍ଦର ଯୋଗ୍ଯ ଏବଂ ଜ୍ଞାନୀ ୟିହୁଦି ବାଳକମାନେ ଯେଉଁମାନେ ରାଜକୀଯ ସ୍ଥାନ ରେ ଠିଆ ହବୋକୁ ଯୋଗ୍ଯ ଥିଲେ ଏବଂ ଅସ୍ପନସ୍ ନଫୁସକାଧିପତି ଭାଷା ଏବଂ କଲଦୀଯ ଲୋକମାନଙ୍କର ଲଖାେ ଶିଖାଇବାକୁ ପଚାରିଲେ।

ଦାନିଏଲ 1:17

ଆଉ ପରମେଶ୍ବର ସହେି ଗ୍ଭରି ୟୁବକଙ୍କୁ ଜ୍ଞାନ ଏବଂ ବିଭିନ୍ନ ଲେଖନି ଓ ବିଜ୍ଞାନ ଶିକ୍ଷା ପାଇଁ ଯୋଗ୍ଯତା ପ୍ରଦାନ କଲେ। ପୁଣି ଦାନିୟେଲ ସମସ୍ତ ଦର୍ଶନ ଅ ସ୍ବପ୍ନ ବିଷଯ ରେ ବୁଦ୍ଧିମାନ ହେଲେ।

ଲୂକଲିଖିତ ସୁସମାଚାର 24:19

ଯୀଶୁ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ କେଉଁ ଘଟଣା ଗୁଡିକ ବିଷୟ ରେ କହୁଛ?

Interlinear

Choose Theme