Home Bibles ☰ Books ଲୂକଲିଖିତ ସୁସମାଚାର 1:45 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 1:45 · ଓଡ଼ିଆ ବାଇବେଲ

ତୁମ୍ଭେ ଧନ୍ଯା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ବାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ବାସ କଲ।

Cross references

ପ୍ରଥମ ରାଜାବଳୀ 17:16

ସହେି ମଇଦା କଳସ ଓ ତୈଳପାତ୍ର କବେେ ଶୂନ୍ଯ ହେଲା ନାହିଁ। ସଦାପ୍ରଭୁ ଏଲିଯ ମାଧ୍ଯମ ରେ ଯାହାସବୁ କହିଥିଲେ ସେ ସମସ୍ତ ଘଟିଲା।

ଦିତୀୟ ରାଜାବଳୀ 4:5

ଇଲୀଶାୟ ନିକଟରୁ ସେ ବିଧବା ସ୍ତ୍ରୀ ଲୋକଟି ନିଜ ଘରକୁ ଆସି ଘରର ଦ୍ବାର ବନ୍ଦ କଲା। ସେ ଘର ଭିତ ରେ ସେ ଓ ତା'ର ଦୁଇପୁତ୍ର ମାତ୍ର ରହିଲେ। ତା'ର ପୁତ୍ରମାନେ ପାତ୍ରଗୁଡିକୁ ଆଣିଲେ ଓ ସେ ସେଥି ରେ ତୈଳ ଢାଳିଲେ।

ଦିତୀୟ ବଂଶାବଳୀ 20:20

ଯିହାଶାଫେଟ୍ଙ୍କ ସୈନ୍ଯଦଳ ପ୍ରଭାତ ରେ ତକୋଯର ମରୁଭୂମି ମଧ୍ଯକୁ ୟୁଦ୍ଧ ପାଇଁ ୟାତ୍ରା କଲେ। ସମାନେେ ୟାତ୍ରାରମ୍ଭ କରିବା ସମୟରେ ଯିହାଶାଫେଟ୍ ଉଠି ଠିଆ ହେଲେ ଓ କହିଲେ, ଯିହୁଦା ଓ ୟିରୁଶାଲମର ସମସ୍ତ ଲୋକ ମାେ' କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖ, ତବେେ ତୁମ୍ଭମାନେେ ଦୃଢ଼ ରୂପେ ଠିଆ ହାଇେ ପାରିବ। ସଦାପ୍ରଭୁଙ୍କର ଭବିଷ୍ଯତ୍ବକ୍ତାମାନଙ୍କଠା ରେ ବିଶ୍ବାସ ରଖ। ତୁମ୍ଭମାନେେ କୃତକାର୍ୟ୍ଯ ହବେ।

ଲୂକଲିଖିତ ସୁସମାଚାର 1:20

ଏବେ ଶୁଣ! ତୁମ୍ଭମାନେେ ମାେ କଥା ରେ ବିଶ୍ବାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ଯ ବୋଲି ପ୍ରମାଣିତ ହବେ। ଏବେ ତୁମ୍ଭେ ମୂକ ହାଇଯେିବ। ଯେ ପର୍ୟ୍ଯନ୍ତ ଏସବୁ ନ ଘଟିଛି, ସେ ପର୍ୟ୍ଯନ୍ତ ତୁମ୍ଭମାନେେ କହିବା ଶକ୍ତି ହ ରଇେ ବସିବ।

ଲୂକଲିଖିତ ସୁସମାଚାର 11:27

ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡି ଉଚ୍ଚ ସ୍ବର ରେ କହିବାକୁ ଲାଗିଲା, ଧନ୍ଯ ତୁମ୍ଭର ମାଆ। କାରଣ ସେ ତୁମ୍ଭକୁ ଜନ୍ମ ଦଇେଛନ୍ତି ଓ କ୍ଷୀରପାନ କରାଇଛନ୍ତି।

ଯୋହନଲିଖିତ ସୁସମାଚାର 11:40

ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ବାସ କରିବ ତବେେ ପରମେଶ୍ବରଙ୍କର ଗୌରବ ଦେଖି ପାରିବ।

ଯୋହନଲିଖିତ ସୁସମାଚାର 20:29

ଯୀଶୁ ଥୋମାଙ୍କୁ କହିଲେ, ତୁମ୍ଭେ ମାେତେ ଦେଖିବାରୁ ବିଶ୍ବାସ କରୁଛ। ମାତ୍ର ଯେଉଁ ଲୋକମାନେ ମାେତେ ନ ଦେଖି ବିଶ୍ବାସ କରନ୍ତି, ସମାନେେ ପ୍ରକୃତ ରେ ଆଶୀର୍ବାଦର ଯୋଗ୍ଯ।

Interlinear

Choose Theme