ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡି ଉଚ୍ଚ ସ୍ବର ରେ କହିବାକୁ ଲାଗିଲା, ଧନ୍ଯ ତୁମ୍ଭର ମାଆ। କାରଣ ସେ ତୁମ୍ଭକୁ ଜନ୍ମ ଦଇେଛନ୍ତି ଓ କ୍ଷୀରପାନ କରାଇଛନ୍ତି।
Cross references
ତୁମ୍ଭର ପିତା ଓ ତୁମ୍ଭର ମାତା ହୃଷ୍ଟ ହୁଅନ୍ତୁ। ତୁମ୍ଭର ମାତା ଆନନ୍ଦ କରୁ।
ସ୍ବର୍ଗଦୂତ ସହେି କନ୍ଯା ପାଖକୁ ଆସି କହିଲେ, ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।
ଏଲୀଶାବେଥ ବଡ ପାଟି ରେ କହିଲେ, ତୁମ୍ଭେ ସମସ୍ତ ନାରୀମାନଙ୍କ ଅପେକ୍ଷା ଅଧିକ ଧନ୍ଯା। କାରଣ ଯେଉଁ ଶିଶୁକୁ ତୁମ୍ଭେ ଜନ୍ମ ଦବୋକୁ ଯାଉଅଛ, ପରମେଶ୍ବର ତାହାକୁ ଧନ୍ଯ କରିଛନ୍ତି।
ମାରେ କିଛି ମହତ୍ତ୍ବ ନାହିଁ, କିନ୍ତୁ ପରମେଶ୍ବର ମାେ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ। ଆଜିଠାରୁ ସମସ୍ତେ ମାେତେ ସବୁ ଧନ୍ଯ କହିବେ।
ଏବେ ସମୟ ଆସୁଛି, ଯେତବେେଳେ ଲୋକମାନେ କହିବେ, ' ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାଁନ୍ତି, ସମାନେେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ଯା, ସମାନେେ ଧନ୍ଯ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦଇେ ନାହାଁନ୍ତି ଏବଂ ତାହାଙ୍କର ଯତ୍ନ ନଇେ ନାହାଁନ୍ତି, ସମାନେେ ଧନ୍ଯ।'