ଏବେ ଶୁଣ! ତୁମ୍ଭମାନେେ ମାେ କଥା ରେ ବିଶ୍ବାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ଯ ବୋଲି ପ୍ରମାଣିତ ହବେ। ଏବେ ତୁମ୍ଭେ ମୂକ ହାଇଯେିବ। ଯେ ପର୍ୟ୍ଯନ୍ତ ଏସବୁ ନ ଘଟିଛି, ସେ ପର୍ୟ୍ଯନ୍ତ ତୁମ୍ଭମାନେେ କହିବା ଶକ୍ତି ହ ରଇେ ବସିବ।
Cross references
ତହୁଁ ସେ କହିଲେ, ବସନ୍ତ ସମୟରେ ଆମ୍ଭେ ପୁନ୍ନରାଯ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦବେ।
ଏହାପରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ଯର ମୁଖ କିଏ ନିର୍ମାଣ କରିଛି? ମନୁଷ୍ଯକୁ କିଏ ମୁକ ବା ବଧିର କରେ? ମନୁଷ୍ଯକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ଯକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସହେି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସହେି ସଦାପ୍ରଭୁ।
ଏଥି ରେ ସଦାପ୍ରଭୁ ମାଶାେ ଓ ହାରୋଣଙ୍କୁ କହିଲେ, ତୁମ୍ଭମାନେେ ଲୋକମାନଙ୍କ ସମ୍ମୁଖ ରେ ମାଠାେ ରେ ବିଶ୍ବାସ କଲ ନାହିଁ ଏବଂ ଲୋକମାନଙ୍କ ଆଗ ରେ ମାେତେ ପବିତ୍ର ରୂପେ ସମ୍ମାନ ଦେଲେ ନାହିଁ। ଏଣୁ ତୁମ୍ଭମାନେେ ଏହିସବୁ ଲୋକମାନଙ୍କୁ ସହେି ଦେଶ ଭିତରକୁ ନବେ ନାହିଁ, ଯାହା ମୁଁ ସମାନଙ୍କେୁ ଦଇେଛି।
ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?
ମାତ୍ର ସହେି ସନୋପତି ପରମେଶ୍ବରଙ୍କ ଲୋକକୁ ଉତ୍ତର କରି କହିଥିଲା, ଦେଖ, ଯଦି ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି, ଏପରି ଘଟିବ ନାହିଁ? ସେତବେେଳେ ଇଲୀଶାୟ ସନୋପତିକୁ ଉତ୍ତର ଦେଲେ, ତୁମ୍ଭେ ନିଜେ ସ୍ବଚକ୍ଷୁ ରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।
ଶମରିଯାସଯଲତଲବଲଳ ଇଫ୍ରଯିମର ରାଜଧାନୀ ଓ ରମଲୀଯର ପୁତ୍ର ଶମରିଯାର ରାଜାସସଲତଲବଲଳସସମାନଙ୍କର କୁମନ୍ତ୍ରଣା ସଫଳସହବ ନାହିଁ। ତୁମ୍ଲଭ ଯଦି ଦୃଢ଼ ଭାବଲର ରହିପାରିବ ନାହିଁ, ତୁମ୍ଲଭ ଅଗ୍ରସରସହାଇପାରିବ ନାହିଁ।
ତା'ପ ରେ ଆମ୍ଭେ ତୁମ୍ଭ ଜିହ୍ବାକୁ ତୁମ୍ଭ ମୁଖର ତାଳୁ ରେ ୟୁକ୍ତ କରିବା, ଫଳ ରେ ତୁମ୍ଭେ ନୀରବ ରହିବ ଓ ସମାନଙ୍କେୁ ଗାଳି ଦବୋକୁ ସମର୍ଥ ହବେ ନାହିଁ। ଯଦିଓ ସମାନେେ ଗୋଟିଏ ବିଦ୍ରୋହୀ ଜାତି ଅଟନ୍ତି।
ସଦେିନ ସହେି ଉତ୍ତରାଧିକାରୀ ଲୋକ ନିକଟରେ ତୁମ୍ଭର ମୁଖ ଫିଟିୟିବ ଓ ତୁମ୍ଭେ ଆଉ ନୀରବ ନ ରହି କଥା କହିବ। ଏହିରୂପେ ତୁମ୍ଭେ ସମାନଙ୍କେ ପାଇଁ ଏକ ଦୃଷ୍ଟାନ୍ତ ହବେ ଏବଂ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସମାନେେ ଜାଣିବେ।
ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କାହିଁକି ବିଶ୍ବାସ କରୁନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସହେି ପିଲାକୁ ମାେ ପାଖକୁ ନଇେଆସ।
ପରେ ଯେତବେେଳେ ଏଗାର ଜଣ ପ୍ ରରେିତ ଖାଉଥିଲେ, ସତେିକି ବେଳେ ଯୀଶୁ ସମାନଙ୍କେୁ ଦଖାେ ଦେଲେ। ସେ ସମାନଙ୍କେୁ ସମାନଙ୍କେର ଅବିଶ୍ବାସ ଓ ମନର ଜଡତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥାନ ହାଇେଛନ୍ତି ବୋଲି ଦେଖିଥିଲେ ସମାନଙ୍କେୁ ଏହି ଶିଷ୍ଯମାନେ ବିଶ୍ବାସ କରି ନଥିଲେ।
ଯେତବେେଳେ ଜିଖରିୟ ବାହାରକୁ ଆସିଲେ, ସେତବେେଳେ ସେ କିଛି କଥା କରିପାରୁ ନ ଥିଲେ। ତେଣୁ ସମାନେେ ବୁଝି ପାରିଲେ ଯେ, ସେ ମନ୍ଦିର ଭିତ ରେ କୌଣସି ଦିବ୍ଯଦର୍ଶନ ପାଇଛନ୍ତି। ସେ ମୂକ ହାଇେ ଯାଇଥିଲେ ଓ କବଳେ ଠାର ରେ କହୁଥିଲେ।
ତୁମ୍ଭେ ଧନ୍ଯା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ବାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ବାସ କଲ।
ତା'ପରେ ସମାନେେ ପରେ ତା'ର ବାପାଙ୍କୁ ପଚାରିଲେ, ତୁମ୍ଭେ ଏହି ଶିଶୁର ନାମ କ'ଣ ଦବୋକୁ ଗ୍ଭହୁଁଛ?
ଏହା ସତ୍ଯ ଯେ, କେତକେ ଯିହୂଦୀ ପରମେଶ୍ବରଙ୍କର ବିଶ୍ବସ୍ତ ନଥିଲେ। କିନ୍ତୁ ସମାନଙ୍କେ ଅବିଶ୍ବସ୍ତତା କ'ଣ ପରମେଶ୍ବରଙ୍କୁ ନିଜ ପ୍ରତିଜ୍ଞା ରଖିବା ରେ ବାଧା ଦବେ?
ଯଦି ଆମ୍ଭେ ବିଶ୍ବସ୍ତ ନ ହେଉ, ତଥାପି ସେ ବିଶ୍ବସ୍ତ ହାଇେ ରହିବେ। କାରଣ ସେ ନିଜ ପାଇଁ ଅସତ୍ ହାଇପୋରିବେ ନାହିଁ।