Home Bibles ☰ Books ଦିତୀୟ ରାଜାବଳୀ 4:5 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 4:5 · ଓଡ଼ିଆ ବାଇବେଲ

ଇଲୀଶାୟ ନିକଟରୁ ସେ ବିଧବା ସ୍ତ୍ରୀ ଲୋକଟି ନିଜ ଘରକୁ ଆସି ଘରର ଦ୍ବାର ବନ୍ଦ କଲା। ସେ ଘର ଭିତ ରେ ସେ ଓ ତା'ର ଦୁଇପୁତ୍ର ମାତ୍ର ରହିଲେ। ତା'ର ପୁତ୍ରମାନେ ପାତ୍ରଗୁଡିକୁ ଆଣିଲେ ଓ ସେ ସେଥି ରେ ତୈଳ ଢାଳିଲେ।

Cross references

ପ୍ରଥମ ରାଜାବଳୀ 17:15

ତେଣୁ ସେ ସ୍ତ୍ରୀ ଲୋକଟି ଘରକୁ ଗଲା ଓ ଏଲିଯଙ୍କ ବାକ୍ଯାନୁସା ରେ କାର୍ୟ୍ଯ କଲା। ଏଲିଯ, ସହେି ସ୍ତ୍ରୀ ଲୋକ ଓ ତା'ର ପୁତ୍ର ପାଇଁ ଅନକେ ଦିନ ପର୍ୟ୍ଯନ୍ତ ୟଥେଷ୍ଟ ଭୋଜନ କରିବାକୁ ଥିଲା।

ଦିତୀୟ ରାଜାବଳୀ 5:11

ମାତ୍ର ନାମାନ୍ କ୍ରୁଦ୍ଧ ହାଇେ ଗ୍ଭଲିଗଲେ। ସେ କହିଲେ ମୁଁ ଭାବିଥିଲି ସେ ବାହାରି ଆସି ଥାଆନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମ ରେ ଡାକି ଥାଆନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମାେତେ ଆରୋଗ୍ୟ କରିଥାଆନ୍ତା।

ଲୂକଲିଖିତ ସୁସମାଚାର 1:45

ତୁମ୍ଭେ ଧନ୍ଯା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ବାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ବାସ କଲ।

ଏବ୍ରୀ 11:7

କେତକେ ଦେଖି ନ ପାରୁ ଥିବା ବିଷୟଗୁଡ଼ିକ ପ୍ରତି ପରମେଶ୍ବର ନୋହଙ୍କୁ ସତର୍କ କରି ଦଇେଥିଲେ। ନୋହଙ୍କର ପରମେଶ୍ବରଙ୍କ ପ୍ରତି ବିଶ୍ବାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ବାସ ବଳ ରେ ନୋହ ଦଖାଇେଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ବର ବିଶ୍ବାସ ବଳ ରେ ଧାର୍ମିକ କରନ୍ତି, ସମାନଙ୍କେ ଭିତରୁ ନୋହ ଜଣେ ଥିଲେ।

Interlinear

Choose Theme