ଲୂକଲିଖିତ ସୁସମାଚାର 1:44 · ଓଡ଼ିଆ ବାଇବେଲ
ମୁଁ ତୁମ୍ଭ ଅଭିବାଦନର ସ୍ବର ଶୁଣିବା ମାତ୍ ରେ ମାରେ ଗର୍ଭସ୍ଥ ସନ୍ତାନ ଆନନ୍ଦ ରେ ନାଚି ଉଠିଲା।
Cross references
ଲୂକଲିଖିତ ସୁସମାଚାର 1:41
ସରିୟମଙ୍କ ଅଭିବାଦନ ଶୁଣିବା ମାତ୍ ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇେ ଉଠିଲେ।
ଲୂକଲିଖିତ ସୁସମାଚାର 6:23
ସେତବେେଳେ ଆନନ୍ଦ ରେ ନାଚିଉଠିବ। ଗାରଣ ତୁମ୍ଭମାନଙ୍କ ପାଇଁ ସ୍ବର୍ଗ ରେ ମହା ପୁରସ୍କାର ରହିଛି। ସମାନଙ୍କେର ପୂହ୍ବପୁରୁଷମାନେ ଭବିଷ୍ଯଦ୍ବକ୍ତାମାନଙ୍କୁ ଠିକ୍ ସହେିଭଳି ବ୍ଯବହାର ଦଖାଇେ ଥିଲେ ଯେଉଁଭଳି ଏବେ ସମାନେେ ତୁମ୍ଭକୁ ବ୍ଯବହାର ଦଖାେଉଛନ୍ତି।