ପଲମ ରେ ତାହା ତୈଳ ମିଶ୍ରିତ ହାଇେ ପ୍ରସ୍ତୁତ କରାୟିବ। ପାକ ହେଲେ ତୁମ୍ଭେ ତାକୁ ଭିତରକୁ ଆଣିବ, ସହେି ନବୈେଦ୍ଯର ଖଣ୍ଡ ଖଣ୍ଡ ପକ୍ବାନ୍ନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରାୟିବ। ସହେି ଆଘ୍ରାଣ ତାଙ୍କର ତୁଷ୍ଟିଜନକ ହବେ।
Cross references
ପୁଣି ଯଦି ନବୈେଦ୍ଯ କରଇେ ରେ ସକୋ ହାଇେଥିବା ପିଠା ହୁଏ, ତବେେ ଏହା ନିଶ୍ଚିତ ତାଡିଶୂନ୍ଯ ସରୁ ମଇଦାରୁ ତିଆରି ହାଇେ ତୈଳ ରେ ଭଜା ହାଇେ ତିଆରି ହାଇେଥିବ।
ପ୍ରେତ୍ୟକକ ଶସ୍ଯ ନବୈେଦ୍ଯ ଯାହା ତୁନ୍ଦୁର ରେ ବା କରଇେ ରେ ପକ୍ବ କରାୟାଏ, ସେସବୁ ଉତ୍ସର୍ଗକାରୀ ଯାଜକର ହବେ।
ପୁଣି କୌଣସି ମାଟିପାତ୍ର ଉପରେ ସମାନଙ୍କେର ଶବ ପଡିଲେ, ତା' ମଧିଅରେ ଥିବା ସମସ୍ତ ଦ୍ରବ୍ଯ ଅଶୁଚି ହବେ। ତେଣୁ ତାକୁ ତୁମ୍ଭମାନେେ ଭଙ୍ଗୀ ପକାଇବ।
ଯଦି କୌଣସି କ୍ଷରଣକାରୀ ମାଟିପାତ୍ରକୁ ଛୁଏଁ ତବେେ ସହେି ପାତ୍ରକୁ ଭାଙ୍ଗି ଦିଆୟିବ। ଆଉ ଯଦି କୌଣସି କାଠପାତ୍ରକୁ ଛୁଏଁ ତବେେ ତାହା ଜଳ ରେ ଧୁଆୟିବା ଉଚିତ୍।
ମତ୍ତଥିଯ ନାମକ ଜଣେ ଲବେୀୟ ଥିଲେ, ୟିଏକି ନବୈେଦ୍ଯ ନିମନ୍ତେ ବ୍ଯବହୃତ ହେଉଥିବା ରୋଟୀ ସକେିବାର କାର୍ୟ୍ଯ କରୁଥିଲେ। ମତ୍ତଥିଯ ଶଲ୍ଲୁମ୍ଙ୍କର ଜେଷ୍ଠ ପୁତ୍ର ଥିଲେ। ଶଲ୍ଲୁମ୍ କୋରହ ବଂଶଜ ଥିଲେ।