ପୁଣି କୌଣସି ମାଟିପାତ୍ର ଉପରେ ସମାନଙ୍କେର ଶବ ପଡିଲେ, ତା' ମଧିଅରେ ଥିବା ସମସ୍ତ ଦ୍ରବ୍ଯ ଅଶୁଚି ହବେ। ତେଣୁ ତାକୁ ତୁମ୍ଭମାନେେ ଭଙ୍ଗୀ ପକାଇବ।
Cross references
ପଲମ ରେ ତାହା ତୈଳ ମିଶ୍ରିତ ହାଇେ ପ୍ରସ୍ତୁତ କରାୟିବ। ପାକ ହେଲେ ତୁମ୍ଭେ ତାକୁ ଭିତରକୁ ଆଣିବ, ସହେି ନବୈେଦ୍ଯର ଖଣ୍ଡ ଖଣ୍ଡ ପକ୍ବାନ୍ନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରାୟିବ। ସହେି ଆଘ୍ରାଣ ତାଙ୍କର ତୁଷ୍ଟିଜନକ ହବେ।
ଯଦି ତାହା ମାଟିପାତ୍ର ରେ ପାକ କରାୟାଏ ତବେେ ତାହା ଭଙ୍ଗା ୟିବ, ଯବେେ ପିତ୍ତଳ ପାତ୍ର ରେ ତାହା ପାକ ହୁଏ ତବେେ ତାହା ମଜା ୟିବ ଓ ଜଳ ରେ ପରିଷ୍କୃତ ହବେ।
ପୁଣି ଯେକୌଣସି ଦ୍ରବ୍ଯ ଉପରେ ସମାନଙ୍କେର ଶବର କିଛି ପଡେ, ତାହା ଅଶୁଚି ହବେ, ତୁନ୍ଦୁର ହେଉ କିମ୍ବା ହାଣ୍ଡି ହେଉ ତାହା ଭଙ୍ଗା ୟିବ, ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପାଇଁ ଅଶୁଚି ହବେ।
ତେଣୁ ସହେି ଦାଗ ଥିବା ବସ୍ତ୍ର, ସୂତାର ବା ଚମଡାର ହେଉ କିମ୍ବା ଲୋମ ନିର୍ମିତ ହେଉ ତାହା ଦଗ୍ଧ କରାୟିବ। କାରଣ ତାହା କ୍ଷଯ କୁଷ୍ଠ, ସହେି ବସ୍ତ୍ର କିମ୍ବା ଚର୍ମ ଅଗ୍ନି ରେ ଦଗ୍ଧ ହବୋ ଉଚିତ୍।
ତାହା ହେଲ ସେ ଲୋକ ସେ ଗୃହ ଭାଙ୍ଗି ପକାଇବ। ତହିଁରେ ଥିବା ପ୍ରସ୍ତର, କାଠ ଓ ଧୂଳିସବୁ ନଇେ ନଗର ବାହା ରେ ଅଶୁଚି ସ୍ଥାନ ରେ ପକାଇବ।
ଯଦି କୌଣସି କ୍ଷରଣକାରୀ ମାଟିପାତ୍ରକୁ ଛୁଏଁ ତବେେ ସହେି ପାତ୍ରକୁ ଭାଙ୍ଗି ଦିଆୟିବ। ଆଉ ଯଦି କୌଣସି କାଠପାତ୍ରକୁ ଛୁଏଁ ତବେେ ତାହା ଜଳ ରେ ଧୁଆୟିବା ଉଚିତ୍।
ଢାଙ୍କୁଣୀ ନ ଥିବା ପ୍ରେତ୍ୟକକ ମଲୋପାତ୍ର ଅଶୁଚି ହବେ।
ମାଯାେବର ସମସ୍ତ ଗୃହର ଛାତ ଉପ ରେ ଓ ତାହାର ସମସ୍ତ ଜନ ପଥରେ ମୃତ୍ଯୁର ଶାେକ ବ୍ଯାପି ୟାଇଛି। କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ମାୟୋବକୁ ଏକ କଣା ତୁମ୍ଭ ସଦୃଶ ଭଗ୍ନ କରିଅଛୁ।
ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥି ରେ ଆମ୍ଭେ ରହିଛୁ, ତାହା ନଷ୍ଟ ହବେ। ଏପରି ଘଟିଲା ପରେ ପରମେଶ୍ବରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦବେେ। ଏହା ମଣିଷ ଦ୍ବାରା ନିର୍ମିତ ନୁହେଁ।
ସେ ସ୍ବର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳ ରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସହେି ଶକ୍ତି ବଳ ରେ ସେ ଆମ୍ଭର ହୟେ, ଦହଗେୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦହେ ଭଳି ଗୌରବମୟ କରି ଦବେେ।