Home Bibles ଲେବୀୟ ପୁସ୍ତକ 7:9 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 7:9 · ଓଡ଼ିଆ ବାଇବେଲ

ପ୍ରେତ୍ୟକକ ଶସ୍ଯ ନବୈେଦ୍ଯ ଯାହା ତୁନ୍ଦୁର ରେ ବା କରଇେ ରେ ପକ୍ବ କରାୟାଏ, ସେସବୁ ଉତ୍ସର୍ଗକାରୀ ଯାଜକର ହବେ।

Cross references

ଲେବୀୟ ପୁସ୍ତକ 2:3

ଏହି ଶସ୍ଯ ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହବେ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆୟାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।

ଲେବୀୟ ପୁସ୍ତକ 2:10

ସହେି ଶସ୍ଯ-ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହବେ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆୟାଏ ମହାପବିତ୍ର ଅଟେ।

ଲେବୀୟ ପୁସ୍ତକ 5:13

ଏହିରୂପେ ଯାଜକ ନିଜକୁ ପ୍ରାଯଶ୍ଚିତ କରିବ, ଏହି ପାପଗୁଡିକର କୌଣସି ବିଷଯ ପାଇଁ ସେ କରିଛି ଏବଂ ସଦାପ୍ରଭୁ ତାଙ୍କୁ କ୍ଷମା ଦବେେ। ଅବଶିଷ୍ଟ ନବୈେଦ୍ଯ ଶସ୍ଯ ନବୈେଦ୍ଯ ପରି ଯାଜକର ହବେ।

ଲେବୀୟ ପୁସ୍ତକ 6:16

ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସମାନେେ ସମାଗମ ତମ୍ବୁର ପା୍ରଙ୍ଗଣ ଭିତ ରେ କୌଣସି ଏକ ପବିତ୍ର ସ୍ଥାନ ରେ ତାଡି ବିନା ତାକୁ ଭକ୍ଷଣ କରିବେ।

ଗଣନା ପୁସ୍ତକ 18:9

ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡିକ ତୁମ୍ଭର ହବେ। ଏହି ଅଂଶଗୁଡିକ ଦଗ୍ଧ ହବୋ ଉଚିତ୍ ନୁହଁ ଯଥା: ସମାନଙ୍କେର ଶସ୍ଯ ନବୈେଦ୍ଯ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ଯତ ବଂଶଧରଙ୍କ ପାଇଁ।

ଦିତୀୟ ରାଜାବଳୀ 12:17

ଅନନ୍ତର ଅରାମର ରାଜା ହସାଯଲେ ଗାଥ ବିରୁଦ୍ଧ ରେ ୟୁଦ୍ଧ କରି ତାକୁ ଅଧିକାର କଲେ। ତା'ପରେ ସେ ୟିରୁଶାଲମ ବିରୁଦ୍ଦ ରେ ୟୁଦ୍ଧ କରିବାକୁ ଯୋଜନା କଲେ।

ଯିହିଜିକଲ 44:29

ସମାନେେ ଶସ୍ଯ ବଳି, ପାପାର୍ଥକ ବଳି ଓ ଦୋଷର୍ଥକ ବଳି ଭୋଜନ କରିବେ। ଇଶ୍ରାୟେଲ ଲୋକମାନେ ଯାହାସବୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ, ସେସବୁ ସମାନଙ୍କେର ହବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:7

ସନୋବାହିନୀ ରେ କୌଣସି ସୈନିକ କ'ଣ ନିଜ ଖର୍ଚ୍ଚ ରେ ୟୁଦ୍ଧ କରେ ? କୌଣସି ଲୋକ କ'ଣ ଅଙ୍ଗୁର ବଗିଚା ଲଗାଏ ଓ ନିଜେ ଏହାର ଫଳ ଖାଏ ନାହିଁ। ଏପରି କେଉଁ ଲୋକ ଅଛି, ଯେ ମଷେପାଳନ କରି ନିଜ ପାଇଁ ମଷଦେୁଧ ନିଏ ନାହିଁ ?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:13

ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସବେକ ସମାନେେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବଦେୀର ସବୋ ରେ ନିୟୁକ୍ତ ସମାନେେ ବଦେୀକୁ ଅଣାଯାଇଥିବା ନବୈେଦ୍ଯରୁ କିଛି ଭାଗ ପାଆନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 6:6

ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା' ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।

Interlinear

Choose Theme