Home Bibles ☰ Books ଆଦି ପୁସ୍ତକ 26:7 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 26:7 · ଓଡ଼ିଆ ବାଇବେଲ

ତହିଁରେ ସହେି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷଯ ରେ ପଚାରନ୍ତେ ସେ କହିଲେ, ସେ ମାରେ ଭଉଣୀ ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସଠାେକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ।

Cross references

ଆଦି ପୁସ୍ତକ 12:11

ସେ ଯେତବେେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦର।

ଆଦି ପୁସ୍ତକ 12:13

ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମାରେ ଭଉଣୀ ବୋଲି। ସେଥିପାଇଁ ସମାନେେ ମାେତେ ଦୟା ଦଖାଇବେେ। ଏହି ପ୍ରକା ରେ ତୁମ୍ଭେ ମାରେ ପ୍ରାଣକୁ ରକ୍ଷା କରିପାରିବ।

ଆଦି ପୁସ୍ତକ 12:15

ଏହାପରେ ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁ ରେ ତାଙ୍କର ପ୍ରଶଂସା କଲେ। ଏହାପରେ ସହେି ସ୍ତ୍ରୀଲୋକଟିକୁ ଫାରୋଙ୍କ ଗୃହକୁ ଅଣାଗଲା।

ଆଦି ପୁସ୍ତକ 20:2

ଯେତବେେଳେ ଗରାର ରେ ଥିଲେ, ଅବ୍ରହାମ ଲୋକମାନଙ୍କୁ କହିଲେ, ସାରା ହେଉଛି ତାଙ୍କର ଭଉଣୀ, ଗରାର ରାଜା ଅବିମଲେକ୍ ଏକଥା ଶୁଣିଲେ। ଅବିମଲକେ ସାହାଙ୍କୁ ଚାହୁଁଥିଲେ। ତେଣୁ ସେ ତାଙ୍କୁ ଆଣିବା ପାଇଁ କେତକେ ଦାସକୁ ପଠାଇଲେ।

ଆଦି ପୁସ୍ତକ 20:5

ଅବ୍ରହାମ ନିଜେ ମାେତେ କହିଲେ, 'ଏହି ସ୍ତ୍ରୀ ମାରେଭଉଣୀ' ଏବଂ ସହେି ସ୍ତ୍ରୀ ମଧ୍ଯ କହିଲା, 'ଅବ୍ରହାମ ମାରେ ଭାଇ', ମୁଁ ନିର୍ ଦୋଷ, ମୁଁ ଜାଣି ନଥିଲି। ନିର୍ଦ୍ ଦୋଷତା ରେ ମୁଁ ଏହି କାର୍ୟ୍ଯ କରିଛି।

ଆଦି ପୁସ୍ତକ 20:12

ସେ ମାରେ ସ୍ତ୍ରୀ, କିନ୍ତୁ ସେ ମଧ୍ଯ ମାରେ ଭଉଣୀ। ସେ ହେଉଛନ୍ତି ମାେ ବାପାଙ୍କର ଏକ ଝିଅ। କିନ୍ତୁ ସେ ମାେ ମାର ଝିଅ ନୁହେଁ।

ଆଦି ପୁସ୍ତକ 24:16

ସେ ବହୁତ ସୁନ୍ଦରୀ ଥିଲେ। ସେ ମଧ୍ଯ ଅବିବାହିତା ଥିଲେ। ସେ ଜଣେ କୁମାରୀ। ସେ କୂଅ ନିକଟକୁ ଗଲା ଓ ତା'ର ପାତ୍ର ରେ ପାଣି ଭର୍ତ୍ତି କଲା।

ହିତୋପଦେଶ 29:25

ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।

ମାଥିଉଲିଖିତ ସୁସମାଚାର 10:28

ଲୋକଙ୍କୁ ଭୟ କର ନାହିଁ। ସମାନେେ କବଳେ ତୁମ୍ଭର ଶରୀରକୁ ମାରି ପାରିବେ। ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କବଳେ ପରମେଶ୍ବରଙ୍କୁ ଭୟ କର। ସେ କବଳେ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦଇେ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠଇେ ପାରିବେ।

ଏଫିସୀୟଙ୍କ ପ୍ରତି ପତ୍ର 5:25

ହେ ପତିଗଣ ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ ରମେ କରି ତା' ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭମାନେେ ମଧ୍ଯ ସହେିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ ରମେ କର।

କଲସୀୟଙ୍କ ପ୍ରତି ପତ୍ର 3:9

ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭମାନେେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦଇେଛ।

Interlinear

Choose Theme