Home Bibles ☰ Books ଏଫିସୀୟଙ୍କ ପ୍ରତି ପତ୍ର 4:25 · ଓଡ଼ିଆ ବାଇବେଲ
ଏଫିସୀୟଙ୍କ ପ୍ରତି ପତ୍ର 4:25 · ଓଡ଼ିଆ ବାଇବେଲ

ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ଯ କୁହ, ଯେ ହତେୁ ଆମ୍ଭେ ସମସ୍ତେ ଗୋଟିଏ ଦହରେ ଅଙ୍ଗପ୍ରତ୍ଯଙ୍ଗ ଅଟୁ।

Cross references

ଲେବୀୟ ପୁସ୍ତକ 19:11

ତୁମ୍ଭମାନେେ ଚୋରି କରିବ ନାହିଁ, ଅନ୍ୟମାନଙ୍କୁ ପ୍ରତାରଣା କରିବ ନାହିଁ କିମ୍ବା ପରସ୍ପର ମିଥ୍ଯା କହିବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 16:11

ତହିଁରେ ସେ ତାକକ୍ସ୍ଟ କହିଲେ, ଯେଉଁ ରଜ୍ଜକ୍ସ୍ଟ ରେ କୌଣସି କର୍ମ କରାୟାଇ ନାହିଁ। ଏପରି ନୂତନ ରଜ୍ଜକ୍ସ୍ଟ ଦୌଡି ରେ ମାେତେ ବିନ୍ଧିଲେ ମୁ ଦୁର୍ବଳ ହାଇେ ଅନ୍ୟ ଲୋକଙ୍କ ପରି ହାଇଯେିବି।

ପ୍ରଥମ ରାଜାବଳୀ 13:18

ଏଥି ରେ ବୃଦ୍ଧ ଭବିଷ୍ଯଦ୍ବକ୍ତା କହିଲେ, ମୁଁ ମଧ୍ଯ ତୁମ୍ଭ ପରି ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ସେ ମିଥ୍ଯା କହି ତାଙ୍କୁ ଜଣାଇଲେ, ଜଣେ ଦୂତ ସଦାପ୍ରଭୁଙ୍କ ଦ୍ବାରା ପ୍ ରରେିତ ହାଇେ ମାେତେ କହିଲେ ତୁମ୍ଭେ ପରମେଶ୍ବରଙ୍କ ଲୋକଙ୍କୁ ତୁମ୍ଭ ଗୃହକୁ ନଇେ ତୁମ୍ଭ ସହିତ ଅନ୍ନ ଭୋଜନ ଓ ଜଳପାନ କରାଅ।

ଗୀତସଂହିତା 52:3

ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ। ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ଯା କହିବାକୁ ଅଧିକ ଭଲ ପାଉଛ।

ଗୀତସଂହିତା 119:29

ମାେତେ ମିଥ୍ଯା ଜୀବନ ବିତାଇବାକୁ ଦିଅ ନାହିଁ। ଦୟାକରି ମାେତେ ତୁମ୍ଭର ବ୍ଯବସ୍ଥା ଶିଖାଅ।

ହିତୋପଦେଶ 6:17

ଅହଙ୍କାର ଦୃଷ୍ଟି, ମିଥ୍ଯାବାଦୀ ଜିହ୍ବା, ନିର୍ଦ୍ ଦୋଷର ରକ୍ତପାତକାରୀ ହସ୍ତ।

ହିତୋପଦେଶ 8:7

ମାରେବାକ୍ଯସବୁ ସତ୍ଯ ଅଟେ। ମୁଁ ଦୁଷ୍ଟତା ଛଳନାକୁ ଘୃଣା କରେ।

ହିତୋପଦେଶ 12:17

ସତ୍ଯବାଦୀମାନେ ନ୍ଯାଯପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ଯାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି।

ହିତୋପଦେଶ 12:19

ମିଥ୍ଯାବାଦୀର କଥା କବଳେ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ଯତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।

ହିତୋପଦେଶ 12:22

ମିଥ୍ଯାବାଦୀର ଶବ୍ଦଗୁଡ଼ିକ ସଦାପ୍ରଭୁଙ୍କ ଦ୍ବାରା ଘୃଣିତ ଅଟେ। ମାତ୍ର ଯେଉଁମାନେ ସତ୍ଯ କୁହନ୍ତି, ସମାନେେ ତାଙ୍କର ସୁଖକର ଲୋକମାନେ ଅଟନ୍ତି।

ହିତୋପଦେଶ 21:6

ଯଦି ତୁମ୍ଭେ ଠକିକରି ଧନ ଅର୍ଜନ କରିଥାଅ, ସହେି ଧନ ଶୀଘ୍ର ଚାଲିୟିବ, ଠିକ୍ ବାଷ୍ଫପରି। ସହେି ଧନ ମୃତ୍ଯୁ ଆଡ଼କୁ ପରିଚାଳିତ ହବେ।

ଯିଶାଇୟ 9:15

ଏଠା ରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ଯାବାଦୀ ଭବିଷ୍ଯଦ୍ବକ୍ତାଙ୍କୁ ବୁଝାଉଛି।

ଯିଶାଇୟ 59:3

ତୁମ୍ଭମାନଙ୍କ ହସ୍ତ ରକ୍ତ ରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧ ରେ ଅଶୁଚି ହାଇେଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ଯା କରିଅଛି ଓ ଜିହ୍ବା ଦୁଷ୍ଟତା ବକି ଅଛି।

ଯିଶାଇୟ 63:8

ସଦାପ୍ରଭୁ କହିଲେ, ନିଶ୍ଚଯ ସମାନେେ ଆମ୍ଭର ଲୋକ, ଯେଉଁମାନେ ଅସତ୍ଯ ବ୍ଯବହାର କରିବେ ନାହିଁ, ସମାନେେ ଆମ୍ଭର ସନ୍ତାନ। ଏଣୁ ସେ ସମାନଙ୍କେର ତ୍ରାଣକର୍ତ୍ତା ହେଲେ।

Interlinear

Choose Theme