Cross references
ଯାତ୍ରା ପୁସ୍ତକ 20:15
ତୁମ୍ଭେ ଚୋରୀ କରିବ ନାହିଁ।
ଯାତ୍ରା ପୁସ୍ତକ 22:1
ଜଣେ ବ୍ଯକ୍ତି ପାଇଁ କ'ଣ ଦଣ୍ଡ ଅଛି ୟିଏ ଗୋରୁ କିମ୍ବା ମଷେ ଚୋରି କରେ, ଯଦି ସେ ତାକୁ ହତ୍ଯା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫରୋଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳ ରେ ପାଞ୍ଚଟି ଗୋରୁ, ଏବଂ ଏକ ମଷେ ବଦଳ ରେ ଚାରୋଟୀ ମଷେ ଦବେ।
ଲେବୀୟ ପୁସ୍ତକ 7:33
ହାରୋଣଙ୍କ ପୁତ୍ରମାନଙ୍କ ମଧ୍ଯରୁ ୟିଏ କହେି ମଦେ ଓ ରକ୍ତ ମଙ୍ଗଳାର୍ଥକ ବଳି କରେ, ସେ ଆପଣା ଅଂଶ ରୂପେ ଡାହାଣ ଚଟୁଆ ପାଇବ।
ଲୂକଲିଖିତ ସୁସମାଚାର 19:8
ଜଖିୟ ପ୍ରଭୁଙ୍କୁ କହିଲେ, ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମାେ ଧନର ଅଧା ଗରିବଙ୍କୁ ବାଣ୍ଟି ଦବେି। ମୁଁ ଯଦି କାହାରିକୁ ଠକିଥାଏ, ତବେେ ସହେି ଲୋକକୁ ଚାରିଗୁଣ ଧନ ଫରୋଇ ଦବେି।