ତୁମ୍ଭେ ନିଜର ଭଗିନୀ, ଅର୍ଥାତ୍ ତୁମ୍ଭ ପିତୃକନ୍ଯା ବା ମାତୃକନ୍ଯା, ସେ ଗୃହ ରେ ଜନ୍ମ ହାଇେଥାଉ କିମ୍ବା ଅନ୍ୟତ୍ର ଜନ୍ମ ହାଇେଥାଉ, ତା' ସହିତ ମଧ୍ଯ ଦୈହିକ ସଂପର୍କ ରଖିବ ନାହିଁ।
Cross references
ତୁମ୍ଭେ ତୁମ୍ଭ ବିମାତା କନ୍ଯା ସହିତ ୟୌନ ସଂପର୍କ ରଖିବ ନାହିଁ, କାରଣ ସେ ତମ୍ଭର ପିତାଙ୍କଠାରୁ ଜନ୍ମି ଅଛିଓ ସେ ତୁମ୍ଭର ଭଗିନୀ, ତା' ସହିତ ୟୌନ ସଂପର୍କ ରଖିବ ନାହିଁ।
ଯଦି କହେି ନିଜର ଭଗିନୀକି ଅର୍ଥାତ୍ ପିତୃକନ୍ଯା କି ମାତୃକନ୍ଯାକୁ ବିବାହ କରେ ଓ ଉଭୟଙ୍କ ମଧିଅରେ ୟୌନ ସଂପର୍କ ହୁଏ, ତବେେ ତାହା ଲଜ୍ଜାଜନକ। ସମାନେେ ସର୍ବସାଧାରଣ ରେ ଦଣ୍ଡିତ ହବୋ ଉଚିତ୍ ଓ ନିଜ ଲୋକମାନଙ୍କ ଠାରୁ ପୃଥକ୍ ରହିବେ। ଯେଉଁ ଲୋକ ତା'ର ନିଜର ଭଉଣୀ ସହିତ ଶାରୀରିକ ସଂପର୍କ ଥିଲା ଏବଂ ସେ ନିଜେ ତା'ର ପରିଣାମ ଭୋଗ କରିବ।
ଲବେୀୟମାନେ କହିବେ, ' ଯେଉଁମାନେ ସମାନଙ୍କେ ଭଉଣୀ ବା ପିତୃକନ୍ଯା ବା ମାତୃକନ୍ଯା ସହିତ ୟୌନ ସଐର୍କ ରେଖ ସେ ଅଭିଶଲ୍ଗ ହେଉ।'
ତାହାକକ୍ସ୍ଟ ଖକ୍ସ୍ଟଆଇବା ପାଇଁ ତାହା ନିକଟକକ୍ସ୍ଟ ନିଅନ୍ତେ ସେ ତାମରକକ୍ସ୍ଟ ଧରି କହିଲା, ଆସ ମାରେ ଭଉଣୀ ମାେ ପାଖ ରେ ଶଯନ କର।
ସେଥି ରେ ସେ ଉତ୍ତର ଦଲୋ, ନା, ନା, ଭାଇ ମାେତେ ଏହା କରିବାକୁ ବାଧ୍ଯ ନକର, କାରଣ ଇଶ୍ରାୟେଲ ମଧିଅରେ ଏପରି କର୍ମ ନିଷଧେ। ଏହିପରି ଭୟଙ୍କର କାର୍ୟ୍ଯ କରନାହିଁ।
ପୁଣି କହେି କହେି ନିଜ ପ୍ରତିବେଶୀର ସ୍ତ୍ରୀ ସହ ପାପକର୍ମ କରିଅଛନ୍ତି, ଆଉ କହେି ଲମ୍ଫଟାଚରଣ କରି ନିଜର ପୁତ୍ରବଧୂକୁ ଅଶୁଚି କରିଅଛନ୍ତି, ପୁଣି କହେି ନିଜର ପିତୃକନ୍ଯା ଭଗିନୀକୁ ବଳାତ୍କାର କରିଛନ୍ତି।