ତୁମ୍ଭେ ତୁମ୍ଭର ମାତାଙ୍କ ସହିତ ଦୈହିକ ସଂପର୍କ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ବାରା ତୁମ୍ଭମାନଙ୍କର ପିତାପ୍ରତି ଅସମ୍ମାନ ହବେ। ତେଣୁ ନିଶ୍ଚଯ ତାଙ୍କ ସହିତ ଦୈହିକ କଂପର୍କ ରଖିବ ନାହିଁ।
Cross references
ତେଣୁ ଆସ ଆମ୍ଭେ ଆମ୍ଭର ପିତାଙ୍କୁ ମଦ୍ଯପାନ କରାଇବା ତାହାପରେ ଆମ୍ଭେ ତାଙ୍କ ସହିତ ସହବାସ କରିବା, ଏହି ଉପାଯ ରେ ଆମ୍ଭେ ଆମ୍ଭର ବଂଶ ରକ୍ଷା କରିପାରିବା।
ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ୟ୍ଯା ସହିତ ଦୈହିକ ସଂପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମାଆ ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହବେ।
ଯଦି କୌଣସି ବ୍ଯକ୍ତି ତା'ର ପିତୃ ଭାର୍ୟ୍ଯା ସହିତ ଦୈହୀକ ସଂପର୍କ ରେଖ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ଯୁଦଣ୍ଡ ପାଇବେ। ସମାନେେ ନିଜର ଅପରାଧ ପାଇଁ ଦାଯୀ ରହିବେ। ସହେି ସ୍ତ୍ରୀ ତା'ର ପିତାର ଅଟେ।
ଯଦି କହେି କୌଣସି ସ୍ତ୍ରୀ ସହିତ ଓ ତା'ର ମାତା ସହିତ ୟୌନକ୍ରିଯା କରେ, ତବେେ ସେ ପୁରୁଷ ସହିତ ସେ ଦୁଇ ସ୍ତ୍ରୀଙ୍କୁ ଅଗ୍ନି ରେ ଦଗ୍ଧ କରାୟିବ। ଏପରି ଜଘନ୍ଯ ପାପ ଯେପରି ଆଉ ତୁମ୍ଭମାନଙ୍କ ମଧିଅରେ ନହୁଏ।
ତୁମ୍ଭ ମଧିଅରେ ଲୋକମାନେ ନିଜ ନିଜ ପିତାର ପତ୍ନୀ ସହିତ ୟୌନ ସମ୍ପର୍କ ରଖିଛନ୍ତି। ଏବଂ ତୁମ୍ଭ ଗୋଷ୍ଠୀ ରେ ଲୋକମାନେ ଅଛନ୍ତି, ୟିଏ ନାରୀମାନଙ୍କୁ ପାଶବିକ ଅତ୍ଯାଚାର ଏମିତକି ସମାନଙ୍କେର ଋତୁସ୍ରାବ ସମୟରେ ମଧ୍ଯ ଅତ୍ଯାଚାର କରନ୍ତି।