ଚକ୍ସ୍ଟର୍ଣ୍ଣ କୋଷ କିଅବା ଛିନ୍ନଲିଙ୍ଗ ବ୍ଯକ୍ତି ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିବ ନାହିଁ।
Cross references
ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ୟ୍ଯା ସହିତ ଦୈହିକ ସଂପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମାଆ ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହବେ।
ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧିଅରେ ଯାହାର ଶରୀର ରେ ଖୁଣ ଥାଏ, ସେ ପରମେଶ୍ବରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ୟିବ ନାହିଁ।
ଅନ୍ଧ, ଖଞ୍ଜ, େଛାଟା, ଆବୁଆ, ଜାଦୁଆ, କି ରୁଗ୍ଣ ଏପରି ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ ନାହିଁ କିମ୍ବା ସମାନଙ୍କେୁ ସଦାପ୍ରଭୁଙ୍କୁ ନବୈେଦ୍ଯ ରୂପେ ୟଜ୍ଞବଦେୀ ଉପରେ ଉତ୍ସର୍ଗ କରିବ ନାହିଁ।
ଆଉ ମଧ୍ଯ ଯେଉଁ ପ୍ରାଣୀର କୋଷ ମାେଡା କି ଛଚୋ କି ଭଙ୍ଗା କି କଟା ଏପରି ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ ନାହିଁକିମ୍ବା ତୁମ୍ଭମାନେେ ଆପଣା ଦେଶ ରେ ଏପରି ବଳିଦାନ କରିବନାହିଁ।
ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିଯମାନକ୍ସ୍ଟୟାଯୀ ହାଇନେଥାଏ ତବେେ ସହେିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବେ ନାହିଁ।
ସମାନଙ୍କେ ତୃତୀୟ ପୁରୁଷପରେ, ସମାନେେ ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିପାରିବେ।
ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପିତାଙ୍କ ଭାର୍ୟ୍ଯା ସହିତ ଶଯନ କରେ ସେ ଅଭିଶଲ୍ଗ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକକ୍ସ୍ଟ ଅନାବରଣ କରିଥାଏ।
ସହେିଦିନ ସମାନେେ ଲୋକମାନଙ୍କୁ ଜଣାଇବାକୁ ମାଶାଙ୍କେ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧିଅରେ ଲିଖିତ ଏହି କଥା ମିଳିଲା, ଯେ ଅେମ୍ମାନୀୟ ଓ ମାୟୋବୀଯ ଲୋକ କବେେ ପରମେଶ୍ବରଙ୍କ ସଭା ରେ ପ୍ରବେଶ କରିବେ ନାହିଁ।
ସଦାପ୍ରଭୁଙ୍କଠା ରେ ଆସକ୍ତ ବିଦେଶୀ ନ କହୁ ଯେ ସଦାପ୍ରଭୁ ମାେତେ ଆପଣା ଲୋକଠାରୁ ନିଶ୍ଚଯ ପୃଥକ୍ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହାଇପୋରିବି ନାହିଁ।'
ତାହାର ସମସ୍ତ ବିପକ୍ଷମାନେ ସମାନଙ୍କେର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନଇଗେଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିର ରେ ପ୍ରବେଶ କରିବାର ପର୍ୟ୍ଯବେକ୍ଷଣ କଲେ। ସହେି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମଳନେୀ ରେ ଯୋଗ ଦବୋକୁ ଆଦେଶ ଦଇେଥିଲେ।
ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।