ତୁମ୍ଭେ ସବୁ ଲୋକଙ୍କୁ କହିବ, ଇଶ୍ରାୟେଲ ବଂଶଜାତ କୌଣସି ଲୋକ କିମ୍ବା ଭ୍ରମଣକାରୀ କିମ୍ବା କୌଣସି ବିଦେଶୀ ଲୋକ ଯବେେ ହାମବେଳି କି ବଳିଦାନ କରେ,
Cross references
ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ଯରୁ କହେି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରେ, ତବେେ ସେ ନିଜ ପାଳିତ ଗୋରୁ, ମଷେ କିମ୍ବା ଛଳେି ଉତ୍ସର୍ଗ କରୁ।
ସହେି ଲୋକ ସହେି ପ୍ରାଣୀକୁ ସମାଗମ ତମ୍ବୁର ଦ୍ବାର ନିକଟକୁ ଆଣିବ ଓ ସହେି ପ୍ରାଣୀର ଏକ ଅଂଶ ଉପହାର ସ୍ବରୂପ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ। ସେ ଯଦି ତାହା ନକରେ ତବେେ ରକ୍ତପାତର ଅପରାଧ ରେ ଅପରାଧୀ ହବେ। ସେ ରକ୍ତପାତ ଅପରାଧ ଯୋଗୁଁ ନିଜ ଲୋକମାନଙ୍କଠାରୁ ଅଲଗା ରହିବ।
ଆଉ କୌଣସି ଇଶ୍ରାୟେଲୀୟ କିମ୍ବା ସମାନଙ୍କେ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତବେେ ଆମ୍ଭେ ସହେି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ୍ ରଖିବା।
କିନ୍ତୁ ଇଶ୍ରାୟେଲର ଅବଶିଷ୍ଟ ଲୋକ ଯେଉଁମାନେ କି ତଥାପି ଶିଲୋ ରେ ରହିଥିଲେ। ସମାନେେ ସେ ୟଜ୍ଞବଦେୀ କଥା ଶୁଣିବାକୁ ପାଇଲେ ଯେ, ଏହି ବଂଶଧରମାନେ ତାକକ୍ସ୍ଟ ନିର୍ମାଣ କରିଛନ୍ତି ବୋଲି। ସମାନେେ ମଧ୍ଯ ଏହି ୟଜ୍ଞବଦେୀଟି କିଣାନୀଯ ଦେଶର ସୀମା ଅନ୍ତର୍ଗତ ଗିଲିଯଦଠା ରେ କରାୟାଇଛି, ଶୁଣିବାକୁ ପାଇଲେ। ଏହା ୟର୍ଦ୍ଦନ ପାଖସ୍ଥ ଇଶ୍ରାୟେଲ ସନ୍ତାନଗଣଙ୍କ ଅଧିକୃତ ପାଶର୍ବ ରେ ଥିଲା।
ଏହିପରି ଭାବରେ ଗିଲିଯଦକକ୍ସ୍ଟ ଗଲେ। ଏହି ଏଗାରଜଣ ଲୋକ ରକ୍ସ୍ଟବନ୍େ, ଗାଦ ଓ ମନଃଶିର ଅର୍ଦ୍ଧବଂଶଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲେ। ଏହି ଏଗାର ଜଣ ଲୋକ ସମାନଙ୍କେୁ କହିଲେ।
ଇଶ୍ରାୟେଲ ବଂଶଗଣ ତୁମ୍ଭମାନଙ୍କୁ ପଗ୍ଭରକ୍ସ୍ଟଅଛି, କାହିଁକି ତୁମ୍ଭମାନେେ ଇଶ୍ରାୟେଲର ସଦାପ୍ରଭୁ ବିରକ୍ସ୍ଟଦ୍ଧ ରେ ଏପରି କାର୍ୟ୍ଯ କଲ? ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କର ବିରକ୍ସ୍ଟଦ୍ଧାଚରଣ କଲ? କାହିଁକି ତୁମ୍ଭମାନଙ୍କେ ପାଇଁ ଏକ ୟଜ୍ଞବଦେୀ ନିର୍ମାଣ କଲ? ଏହା କଣ ସଦାପ୍ରଭୁଙ୍କ ନୀତି ବାହା ରେ ନକ୍ସ୍ଟ ହେଁ! ଏହା ତୁମ୍ଭମାନେେ ଠିକ୍ ରୂପେ ଜାଣ।
ଏହାପରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ନିମନ୍ତେ ଗୋଟିଏ ଯଥାର୍ଥ ପ୍ରକାର ୟଜ୍ଞବଦେୀ ନିର୍ମାଣ କର। ଏହି ୟଜ୍ଞବଦେୀକକ୍ସ୍ଟ ଉଚ୍ଚାସ୍ଥାନ ରେ ନିର୍ମାଣ କର। ସହେି ଷଣ୍ତଟିକକ୍ସ୍ଟ ହୋମବଳୀରୂପେ ସହେି ୟଜ୍ଞବଦେୀ ଉପରେ ଉତ୍ସର୍ଗ କର, ତୁମ୍ଭମାନଙ୍କର ହାମବେଳି ଦଗ୍ଧ କରିବା ପାଇଁ ସହେି ୟଜ୍ଞବଦେୀ ନିକଟରେ ଥିବା ଆଶରୋ ସ୍ତମ୍ବର କାଠକକ୍ସ୍ଟ ବ୍ଯବହାର କର।
ଶାମକ୍ସ୍ଟଯଲେ ଗୋଟିଏ ମେଣ୍ତାଛକ୍ସ୍ଟଆ ନେଲେ ଏବଂ ସଦାପ୍ରଭୁଙ୍କୁ ସଐର୍ଣ୍ଣ ହାମବେଳି ରୂପେ ଏହା ଉତ୍ସର୍ଗ କଲେ। ଶାମକ୍ସ୍ଟଯଲେ ଇଶ୍ରାୟେଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ।
ମାେ ପୂର୍ବରକ୍ସ୍ଟ ପ୍ରଥମେ ତୁମ୍ଭେ ଗିଲ୍ଗଲ୍କକ୍ସ୍ଟ ୟିବ। ତା'ପରେ ମୁ ସଠାେକକ୍ସ୍ଟ ହାମବେଳି ଓ ମଙ୍ଗଳାର୍ଥକବଳି ରେ ଉତ୍ସର୍ଗ କରିବି। ମୁ ଆସି ତୁମ୍ଭକୁ କଣ କରିବାକୁ ହବେ କହିବା ପର୍ୟ୍ଯନ୍ତ, ତୁମ୍ଭେ ସଠାେରେ ସାତଦିନ ଅପେକ୍ଷା କରିବାକୁ ହବେ।
କିନ୍ତୁ ଶାମକ୍ସ୍ଟଯଲେ କହିଲେ, ଯଦି ମୁ ୟାଏ, ଶାଉଲ ଏହା ଶୁଣିଲେ ମାେତେ ବଧ କରିବେ।
ପକ୍ସ୍ଟଣି ଦାଉଦ ସହେି ସ୍ଥାନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ନିର୍ମାଣ କରି ହାମବେଳି ଓ ମଙ୍ଗଳାର୍ଥ ବଳି ଓ ଶାନ୍ତି ନବୈେଦ୍ଯ ଉତ୍ସର୍ଗ କଲେ।
ତା'ପରେ ଏଲିଯ ଲୋକମାନଙ୍କୁ ଡାକି କହିଲେ, ବର୍ତ୍ତମାନ ତୁମ୍ଭମାନେେ ମାେ ନିକଟକୁ ଆସ। ତେଣୁ ସମାନେେ ଏଲିଯର ଗ୍ଭରି ପାଖ ରେ ଏକତ୍ରୀତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ୟାଇଥିବା ୟଜ୍ଞବଦେୀକୁ ଏଲିଯ ପୁନନିର୍ମାଣ କଲେ।
ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନ ରେ ପବିତ୍ର ନବୈେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶ ରେ ମହାନ୍ ଅଟେ। ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।