ତା'ପରେ ଏଲିଯ ଲୋକମାନଙ୍କୁ ଡାକି କହିଲେ, ବର୍ତ୍ତମାନ ତୁମ୍ଭମାନେେ ମାେ ନିକଟକୁ ଆସ। ତେଣୁ ସମାନେେ ଏଲିଯର ଗ୍ଭରି ପାଖ ରେ ଏକତ୍ରୀତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ୟାଇଥିବା ୟଜ୍ଞବଦେୀକୁ ଏଲିଯ ପୁନନିର୍ମାଣ କଲେ।
Cross references
ଏଲିଯ ଉତ୍ତର କଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ସାମର୍ଥ୍ଯ ଦଇେ ତୁମ୍ଭର ସବୋ କଲି। ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭର ନିଯମ ଭଂଗ କଲେ ଓ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କବଳେ ଅବଶିଷ୍ଟ ରହିଲି। ସମାନେେ ମାେ ପ୍ରାଣ ନବୋକୁ ମଧ୍ଯ ଅନ୍ବଷେଣ କରୁଛନ୍ତି।
ଏଲିଯ କହିଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ଦଇେ ତୁମ୍ଭକୁ ସବୋ କଲି ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିଯମ ଥିଲା ତାକୁ ଭଙ୍ଗ କଲେ। ସମାନେେ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ସମାନେେ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ଯଦ୍ବକ୍ତା ୟିଏ କି ଏ ପର୍ୟ୍ଯନ୍ତ ବଞ୍ଚିଛି। ବର୍ତ୍ତମାନ ସମାନେେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛନ୍ତି।
ଏହାପରେ ସେ ସଦାପ୍ରଭୁଙ୍କ ୟଜ୍ଞବଦେୀକୁ ସ୍ଥାପନ କଲେ ଓ ତାହା ଉପରେ ମଙ୍ଗଳାର୍ଥକ ବଳି ଓ ଧନ୍ଯବାଦର ବଳି ଉତ୍ସର୍ଗ ଗଲେ। ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କର ସବୋ କରିବାକୁ ମନଃଶି ଯିହୁଦାର ସମସ୍ତ ଲୋକଙ୍କୁ ଆଦେଶ ଦେଲେ।
ଏଲିୟ କହିଥିଲେ: ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ଯଦ୍ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ୟଜ୍ଞବଦେି ସବୁ ଭାଗିଂଛନ୍ତି। କବଳେ ମୁଁ ଜଣେ ଭବିଷ୍ଯଦ୍ ବକ୍ତା ବଞ୍ଚିଛି, ସମାନେେ ମାେତେ ମଧ୍ଯ ମାରି ଦବୋ ପାଇଁ ଚେଷ୍ଟା କରୁଛନ୍ତି।