ଇଶ୍ରାୟେଲ ବଂଶଗଣ ତୁମ୍ଭମାନଙ୍କୁ ପଗ୍ଭରକ୍ସ୍ଟଅଛି, କାହିଁକି ତୁମ୍ଭମାନେେ ଇଶ୍ରାୟେଲର ସଦାପ୍ରଭୁ ବିରକ୍ସ୍ଟଦ୍ଧ ରେ ଏପରି କାର୍ୟ୍ଯ କଲ? ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କର ବିରକ୍ସ୍ଟଦ୍ଧାଚରଣ କଲ? କାହିଁକି ତୁମ୍ଭମାନଙ୍କେ ପାଇଁ ଏକ ୟଜ୍ଞବଦେୀ ନିର୍ମାଣ କଲ? ଏହା କଣ ସଦାପ୍ରଭୁଙ୍କ ନୀତି ବାହା ରେ ନକ୍ସ୍ଟ ହେଁ! ଏହା ତୁମ୍ଭମାନେେ ଠିକ୍ ରୂପେ ଜାଣ।
Cross references
ତୁମ୍ଭେ ସବୁ ଲୋକଙ୍କୁ କହିବ, ଇଶ୍ରାୟେଲ ବଂଶଜାତ କୌଣସି ଲୋକ କିମ୍ବା ଭ୍ରମଣକାରୀ କିମ୍ବା କୌଣସି ବିଦେଶୀ ଲୋକ ଯବେେ ହାମବେଳି କି ବଳିଦାନ କରେ,
ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କୁ ଅନୁସରଣ ନକର, ସେ ଇଶ୍ରାୟେଲକୁ ମରୁଭୂମିରେ ଛାଡି ଦବେେ। ଏହିପରି ତୁମ୍ଭେ ସମସ୍ତଙ୍କୁ ବିନଷ୍ଟ କରିବ।
ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସହେ ସ୍ଥାନକକ୍ସ୍ଟ ତୁମ୍ଭମାନେେ ମାରେ ଆଜ୍ଞା ଅନକ୍ସ୍ଟସା ରେ ନିଜ ନିଜ ହୋମ ନବୈେଦ୍ଯ ଓ ନିଜ ନିଜ ବଳିଦାନ, ନିଜ ଆଯର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀଯ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।
ସାବଧାନ ହବେ, ଯେଉଁ ସ୍ଥାନସବୁ ଦେଖିବ ପ୍ରେତ୍ୟକକ ସ୍ଥାନ ରେ ହାମବେଳି ଉତ୍ସର୍ଗ କରିବ ନାହିଁ।