ଆଉ କୌଣସି ଇଶ୍ରାୟେଲୀୟ କିମ୍ବା ସମାନଙ୍କେ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତବେେ ଆମ୍ଭେ ସହେି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ୍ ରଖିବା।
Cross references
କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦବେି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତ ରେ ଜୀବନ ଅଛି।
ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅୟୋଗ୍ଯ ବ୍ଯକ୍ତିକୁ ଦିଆୟାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାୟିବ।
ଏହି ବିଧି ପ୍ରେତ୍ୟକକ ଗୃହ ରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ଯତ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀଯ ହବେ। ତୁମ୍ଭମାନେେ ଯେଉଁ ଠା ରେ ରୁହ ନା କାହିଁକି ମଦେ କିମ୍ବା ରକ୍ତ ଭୋଜନ କରିବ ନାହିଁ।
ତୁମ୍ଭମାନେେ ଯେଉଁଠା ରେ ବାସ କରନା କାହିଁକି ତୁମ୍ଭମାନେ କୌଣସି ପଶୁ କିମ୍ବା ପକ୍ଷୀର ରକ୍ତ ଭୋଜନ କରିବ ନାହିଁ।
କାରଣ ରକ୍ତ ରେ ପ୍ରାଣୀର ଜୀବନ ଥାଏ। ପୁଣି ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାଯଶ୍ଚିତ କରିବାକୁ ଆମ୍ଭେ ତାହା ୟଜ୍ଞବଦେୀ ଉପରେ ତୁମ୍ଭମାନଙ୍କୁ ଦଇେଅଛୁ, ଯେ ହତେୁ ପ୍ରାଣର ମୂଲ୍ଯ ରେ ରକ୍ତ ହିଁ ପ୍ରାଯଶ୍ଚିତ କରେ।
ତୁମ୍ଭମାନେେ ରକ୍ତ ସହିତ କୌଣସି ଦ୍ରବ୍ଯ ଭୋଜନ କରିବ ନାହିଁ।
ମୁଁ ମଧ୍ଯ ତା' ବିରୁଦ୍ଧ ରେ ଛିଡା ହବେି। ତା'ର ଦେଶର ଲୋକମାନଙ୍କଠାରୁ ପୃଥକ୍ ରଖିବି। କାରଣ ସେ ମାରେ ପବିତ୍ର ସ୍ଥାନକୁ ଅପବିତ୍ର କରିଛି ଓ ମାରେ ପବିତ୍ର ନାମକୁ ଅପବିତ୍ର କରିବାକୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ନିଜର ସନ୍ତାନମାନଙ୍କୁ ଦଇେଅଛି।
ମୁଁ ତୁମ୍ଭ ବିରୁଦ୍ଧ ରେ ୟିବି, ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ପରାଜିତ ହବେ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସମାନେେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କହେି ତୁମ୍ଭମାନଙ୍କ ପଛ ରେ ନ ଗୋଡ଼ାଇଲେ ହେଁ ତୁମ୍ଭମାନେେ ଦୌଡି ପଳାଇୟିବ।
ତୁମ୍ଭମାନେେ ରକ୍ତ ଭୋଜନ କରିବ ନାହିଁ। ଜଳତକ୍ସ୍ଟଲ୍ଯ ତାହା ଭୂମିରେ ଢାଳି ଦବେ।
କିନ୍ତୁ ସାବଧାନ, ସମାନଙ୍କେର ରକ୍ତ ଖାଇବ ନାହିଁ। କାରଣ ରକ୍ତହିଁ ପ୍ରାଣ। ଆଉ ମାଂସ ସହିତ ପ୍ରାଣ ଭୋଜନ କରିବ ନାହିଁ।
ତୁମ୍ଭମାନେେ କବଳେ ତା'ର ରକ୍ତ ଭୋଜନ କରିପାରିବ ନାହିଁ। ତୁମ୍ଭମାନେେ ଜଳପରି ତାହାକକ୍ସ୍ଟ ଭୂମିରେ ଢାଳି ଦବେ।
ଜଣେ ବ୍ଯକ୍ତି ଶାଉଲଙ୍କକ୍ସ୍ଟ କହିଲେ, ଦେଖନ୍ତକ୍ସ୍ଟ ଲୋକମାନେ ରକ୍ତମିଶା ମାଂସ ଭୋଜନ କରି ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରୁଅଛନ୍ତି। ଶାଉଲ କହିଲେ, ତୁମ୍ଭେ ପାପ କରିଅଛ, ବର୍ତ୍ତମାନ ଗୋଟିଏ ପଥରେ ମାେ ସମ୍ମକ୍ସ୍ଟଖେ ଗକ୍ସ୍ଟଡାଅ।
କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦ କାର୍ୟ୍ଯ କରନ୍ତି ସମାନଙ୍କେ ବିରୁଦ୍ଧରେ ୟାଆନ୍ତି। ସେ ସମାନଙ୍କେୁ ସଂପୂର୍ଣ୍ଣ ଭାବେ ଧ୍ବଂସ କରନ୍ତି।
ପୁଣି ସଦାପ୍ରଭୁ କହନ୍ତି ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ।ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତ ରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନି ରେ ଦଗ୍ଧ କରିବ।'
ଏଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷ ରେ ଓ ସମଗ୍ର ଯିହୁଦା ବିପକ୍ଷ ରେ ଅମଙ୍ଗଳ ଓ ଧ୍ବଂସ ଘଟାଇବା ପାଇଁ ମନସ୍ଥ କରିଅଛୁ।
ଆମ୍ଭେ ସେ ଲୋକର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାକୁ ବିନାଶ କରିବା। ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ହାସ୍ଯାସ୍ପଦ ହବେ। ଆଉ ଆମ୍ଭେ ଅନ୍ୟ ଲୋକଙ୍କ ମଧ୍ଯରୁ ତାହାକୁ ଉଚ୍ଛନ୍ନ୍ କରିବା। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭମାନେେ ଜାଣିବ।
ମୁଁ ସମାନଙ୍କେ ବିରୁଦ୍ଧ ରେ ମାରେ ମୁହଁ ବୁଲାଇବି। ଯଦି ସମାନେେ ଅଗ୍ନିରୁ ରକ୍ଷା ପାଇଗଲେ, ତଥାପି ସହେି ଅଗ୍ନି ସମାନଙ୍କେୁ ଗ୍ରାସ କରିବ। ଯେ ହତେୁ ମୁଁ ସମାନଙ୍କେ ବିରୁଦ୍ଧ ରେ ବିମୁଖ ହାଇେଛି, ଏହା ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
ତେଣୁ ତୁମ୍ଭେ ସମାନଙ୍କେୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ତୁମ୍ଭେ ରକ୍ତ ସହିତ ମାଂସ ଖାଉଅଛ ଓ ତୁମ୍ଭେ ତୁମ୍ଭର ପ୍ରତିମାଗଣକୁ ଦେଖ ସାହାୟ୍ଯ ପାଇଁ, ଆଉ ରକ୍ତପାତ କରୁଅଛ। ତବେେ ତୁମ୍ଭମାନଙ୍କୁ କାହିଁକି ଦଶାଧେିକାର ଦିଆୟିବ ?
କାରଣ ତୁମ୍ଭମାନେେ ଶାରୀରିକ ଓ ହୃଦଯ ରେ ଅସୁନ୍ନତ ବିଦେଶୀମାନଙ୍କୁ ମାରେ ମନ୍ଦିର ଅଗଣାକୁ ଆଣିଲେ ଓ ମାରେ ମନ୍ଦିରକୁ ଅପବିତ୍ର କଲ। ତୁମ୍ଭମାନେେ ମାରେ ଖାଦ୍ୟ ତିଆରି କଲ, ମଦେ ଏବଂ ରକ୍ତକୁ ଅପବିତ୍ର କଲ। ଯେ ହତେୁ ତୁମ୍ଭମାନେେ ସଗେୁଡ଼ିକ ଉତ୍ସର୍ଗ କରୁଥିଲ। ତୁମ୍ଭମାନେେ, ତୁମ୍ଭମାନଙ୍କ ସହିତ ହାଇେଥିବା ମାରେନିଯମ ଭଙ୍ଗ କଲ।
ଏହା ବଦଳ ରେ ଆମ୍ଭେ ସମାନଙ୍କେୁ ଲେଖିବା ଉଚ଼ିତ ଯେ:
ତୁମ୍ଭମାନେେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ। ତୁମ୍ଭମାନେେ ରକ୍ତ ଖାଇବ ନାହିଁ। ତଣ୍ଟି ଚ଼ିପି ମରାଯାଇଥିବା ପଶୁମାନଙ୍କୁ ତୁମ୍ଭମାନେେ ଖାଇବ ନାହିଁ। ତୁମ୍ଭମାନେେ ୟୌନ ପାପସବୁ କରିବନାହିଁ।
ତା' ହେଲେ ଯେଉଁ ଲୋକ ପରମେଶ୍ବରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା'ପାଇଁ କଣ ଦଣ୍ଡବିଧାନ ହବୋ ଉଚିତ ? ଏହା ନିଶ୍ଚିତ ଯେ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ। ନୂତନ ନିୟମ ଆରମ୍ଭ କରି ଥିବା ଉକ୍ତ ପ୍ରତି ଯେଉଁଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସହେି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହବେ କାରଣ ସହେି ରକ୍ତ ସହେି ଲୋକକୁ ଥରେ ପବିତ୍ର କରିଥିଲା।