କିନ୍ତୁ ଶାମକ୍ସ୍ଟଯଲେ କହିଲେ, ଯଦି ମୁ ୟାଏ, ଶାଉଲ ଏହା ଶୁଣିଲେ ମାେତେ ବଧ କରିବେ।
Cross references
କିନ୍ତୁ ମାଶାେ ପରମେଶ୍ବରଙ୍କୁ କହିଲେ, ମୁଁ ଫାରୋ ନିକଟକୁ ୟିବା ପାଇଁ କିଏ? କିପରି ମୁଁ ଇଶ୍ରାୟେଲୀୟମାନଙ୍କୁ ମିଶର ଦେଶରୁ ବାହାରକୁ ଆଣିବି?
ୟକ୍ସ୍ଟବତୀମାନେ ଉତ୍ତର ଦେଲେ, ହିଁ, ସେ ଏଠା ରେ ଅଛନ୍ତି, ଏଇ ରାସ୍ତାର ଅଳ୍ପ ଆଗ ରେ ଅଛନ୍ତି। ସେ ଆଜି ସହରକକ୍ସ୍ଟ ଆସିଛନ୍ତି। ଲୋକମାନେ ଦଳ ଦଳ ହାଇେ ଆସି ତାଙ୍କୁ ପବିତ୍ରପୀଠ ରେ ଦର୍ଶନ କରୁଛନ୍ତି।
ସେ କହିଲେ, ' ମାେତେ ୟିବାକକ୍ସ୍ଟ ଦିଅ ଆମର ପରିବାର ଏକ ବଳିଦାନ ହବୋର ଅଛି ବୈଥଲହମେ ରେ। ମାରେ ଭାଇ ମାେତେ ଆଦେଶ ଦଇେଛନ୍ତି ସଠାେକକ୍ସ୍ଟ ୟିବା ପାଇଁ। ମୁ ଯଦି ତୁମ୍ଭର ବନ୍ଧକ୍ସ୍ଟ ତବେେ ମାେତେ ୟିବାକକ୍ସ୍ଟ ଦିଅନ୍ତକ୍ସ୍ଟ ଏବଂ ମୁ ମାରେ ଭାଇମାନଙ୍କୁ ଦେଖେ।' ଏଥିପାଇଁ ପ୍ରାଯ ଦାଉଦ ରାଜାଙ୍କ ଟବେକ୍ସ୍ଟଲ ପାଖକକ୍ସ୍ଟ ଆସି ନାହିଁ।
ତା'ପରେ ଓବଦିଯ କହିଲେ, ଯଦି ମୁଁ ଆହାବ୍ଙ୍କୁ ତୁମ୍ଭର ଉପସ୍ଥିତି କ ହେ, ତବେେ ସେ ମାେତେ ବଧ କରିବେ। ମୁଁ ତ ତୁମ୍ଭ ନିକଟରେ କିଛି ଅପରାଧ କରି ନାହିଁ, ତବେେ ତୁମ୍ଭେ ମାେତେ କାହିଁକି ମରାଇବାକୁ ଇଚ୍ଛା କରୁଛ?
ଯଦି ମୁଁ ୟାଇ ତୁମ୍ଭ ବିଷଯ ରେ ରାଜା ଆହାବ୍ଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭରୁ ମାରେ ଅଜଣା ସ୍ଥାନକୁ ନଇେଯିବେ। ଯେତବେେଳେ ଆହାବ୍ ତୁମ୍ଭକୁ ନ ପାଇବେ ସେ ମାେତେ ହତ୍ଯା କରିବେ। ମାତ୍ର ମୁଁ ବାଲ୍ଯ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହାଇେ ଆସୁଛି।
ଏବେ ତୁମ୍ଭେ କହୁଛ, ୟାଅ ତୁମ୍ଭ ମୁନିବଙ୍କୁ କୁହ ଏଲିଯ ଏଠା ରେ ଅଛି। ତହିଁରେ ସେ ମାେତେ ବଧ କରିବେ।
ସହେି ସମୟରେ ତୁମ୍ଭେ ସମାନଙ୍କେୁ କହିବ, ' ମାେତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନଯ କଲି। ତା' ନ ହେଲେ ମୁଁ ସଠାେ ରେ ମରିୟିବି।
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।
ମରିୟମ ସ୍ବର୍ଗଦୂତଙ୍କୁ ପଚାରିଲେ, ଏହା କିପରି ଘଟିବ? ମୁଁ ଏବେ ମଧ୍ଯ କୁମାରୀ ଅଛି?