ଲେବୀୟ ପୁସ୍ତକ 14:39 · ଓଡ଼ିଆ ବାଇବେଲ
ସପ୍ତମ ଦିନ ରେ ଯାଜକ ପୁନର୍ବାର ଆସି ଘର ପରୀକ୍ଷା କରିବ। ଆଉ ଯଦି ଗୃହ କାନ୍ଥ ରେ ସହେି ଦାଗ ବଢିଥାଏ।
Cross references
ଲେବୀୟ ପୁସ୍ତକ 13:7
ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦଖାଇେଲା ପରେ ଯବେେ ତା'ର ଘା' ଚର୍ମ ଉପରେ ବ୍ଯାପେ, ତବେେ ସେ ପୁନର୍ବାର ଯାଜକକୁ ଦଖାଇବେ।
ଲେବୀୟ ପୁସ୍ତକ 13:22
ଆଉ ଯଦି ତାହା ଚର୍ମ ରେ ବ୍ଯାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ ଘା'।
ଲେବୀୟ ପୁସ୍ତକ 13:27
ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମ ରେ ବ୍ଯାପି ଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗର ଘା'।
ଲେବୀୟ ପୁସ୍ତକ 13:36
ତବେେ ଯାଜକ ସହେି ଲୋକକୁ ପୁନର୍ବାର ଦେଖିବ। ଯଦି ସହେି ଛଉ ଚର୍ମ ରେ ବ୍ଯାପିଥାଏ, ତବେେ ଯାଜକ ଆଉ ହଳଦିବର୍ଣ୍ଣ ଲୋମର ଅନ୍ବଷେଣ କରିବ ନାହିଁ। ସହେି ଲୋକ ଅଶୁଚି।
ଲେବୀୟ ପୁସ୍ତକ 13:51
ସେ ସପ୍ତମ ଦିନ ରେ ସହେି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ର ରେ କି ବୁଣା କିମ୍ବା ଉଲ୍ ରେ ଶିଲାଇ କପଡା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସିଚର୍ମ ଜିନିଷ ରେ ସ ସହେି ଦାଗ ଯଦି ବଢିଥାଏ ତବେେ ତାହା କ୍ଷଯ କୁଷ୍ଠ ଓ ସହେି ବସ୍ତ୍ର ଅଶୁଚି ଅଟେ।