ଲେବୀୟ ପୁସ୍ତକ 13:27 · ଓଡ଼ିଆ ବାଇବେଲ
ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମ ରେ ବ୍ଯାପି ଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗର ଘା'।
Cross references
ଲେବୀୟ ପୁସ୍ତକ 13:7
ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦଖାଇେଲା ପରେ ଯବେେ ତା'ର ଘା' ଚର୍ମ ଉପରେ ବ୍ଯାପେ, ତବେେ ସେ ପୁନର୍ବାର ଯାଜକକୁ ଦଖାଇବେ।
ଲେବୀୟ ପୁସ୍ତକ 13:35
ମାତ୍ର ଶୁଚି ହେଲାପରେ ଯବେେ ଚର୍ମ ରେ ସହେି ଛଉ ବ୍ଯାପିୟାଏ।
ଲେବୀୟ ପୁସ୍ତକ 14:39
ସପ୍ତମ ଦିନ ରେ ଯାଜକ ପୁନର୍ବାର ଆସି ଘର ପରୀକ୍ଷା କରିବ। ଆଉ ଯଦି ଗୃହ କାନ୍ଥ ରେ ସହେି ଦାଗ ବଢିଥାଏ।