ଲେବୀୟ ପୁସ୍ତକ 13:51 · ଓଡ଼ିଆ ବାଇବେଲ
ସେ ସପ୍ତମ ଦିନ ରେ ସହେି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ର ରେ କି ବୁଣା କିମ୍ବା ଉଲ୍ ରେ ଶିଲାଇ କପଡା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସିଚର୍ମ ଜିନିଷ ରେ ସ ସହେି ଦାଗ ଯଦି ବଢିଥାଏ ତବେେ ତାହା କ୍ଷଯ କୁଷ୍ଠ ଓ ସହେି ବସ୍ତ୍ର ଅଶୁଚି ଅଟେ।
Cross references
ଲେବୀୟ ପୁସ୍ତକ 13:48
ତାହା ତନ୍ତ ରେ ବୁଣା ହେଉ କିମ୍ବା ହାତ ରେ ବୁଣା ହେଉ କିମ୍ବା ତାହା ଚର୍ମ ରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ଯ ରେ ହେଉ।
ଲେବୀୟ ପୁସ୍ତକ 14:39
ସପ୍ତମ ଦିନ ରେ ଯାଜକ ପୁନର୍ବାର ଆସି ଘର ପରୀକ୍ଷା କରିବ। ଆଉ ଯଦି ଗୃହ କାନ୍ଥ ରେ ସହେି ଦାଗ ବଢିଥାଏ।
ଲେବୀୟ ପୁସ୍ତକ 14:44
ତବେେ ଯାଜକ ଆସି ଦେଖିବ। ଆଉ ଯଦି ସହେି ଦାଗ ବୃଦ୍ଧି ପାଇଥାଏ ତବେେ ସେ ଗୃହ ରେ କ୍ଷଯକୁଷ୍ଠ ଅଛି ଓ ତାହା ଅଶୁଚି ଅଟେ।