ଲେବୀୟ ପୁସ୍ତକ 14:38 · ଓଡ଼ିଆ ବାଇବେଲ
ତବେେ ଯାଜକ ଗୃହରୁ ବାହାରି ଆସିବ ଓ ସେ ଗୃହକୁ ସାତଦିନ ରୁଦ୍ଧ କରି ରଖିବ।
Cross references
ଲେବୀୟ ପୁସ୍ତକ 13:4
ସମଯେ ସମଯେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦଖାୟୋଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନଥାଏ, ତବେେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତଦିନ ପର୍ୟ୍ଯନ୍ତ ପୃଥକ୍ କରି ରଖିବ।
ଲେବୀୟ ପୁସ୍ତକ 13:50
ଯାଜକ ସହେି ଦାଗ ଦେଖିବ ଓ ସହେି ଦାଗଥିବା ଦ୍ରବ୍ଯକୁ ସାତଦିନ ପୃଥକ୍ ରଖିବ।