ଲେବୀୟ ପୁସ୍ତକ 13:36 · ଓଡ଼ିଆ ବାଇବେଲ
ତବେେ ଯାଜକ ସହେି ଲୋକକୁ ପୁନର୍ବାର ଦେଖିବ। ଯଦି ସହେି ଛଉ ଚର୍ମ ରେ ବ୍ଯାପିଥାଏ, ତବେେ ଯାଜକ ଆଉ ହଳଦିବର୍ଣ୍ଣ ଲୋମର ଅନ୍ବଷେଣ କରିବ ନାହିଁ। ସହେି ଲୋକ ଅଶୁଚି।
Cross references
ଲେବୀୟ ପୁସ୍ତକ 14:39
ସପ୍ତମ ଦିନ ରେ ଯାଜକ ପୁନର୍ବାର ଆସି ଘର ପରୀକ୍ଷା କରିବ। ଆଉ ଯଦି ଗୃହ କାନ୍ଥ ରେ ସହେି ଦାଗ ବଢିଥାଏ।