Home Bibles ଯିରିମିୟଙ୍କ ବିଳାପ 5:20 · ଓଡ଼ିଆ ବାଇବେଲ
ଯିରିମିୟଙ୍କ ବିଳାପ 5:20 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ଯାଗ କରିଅଛ?

Cross references

ଗୀତସଂହିତା 13:1

ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ। ମୁଁ ଗୁରୁତ୍ବପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ। ମୁଁ ମହାନ୍ କାର୍ୟ୍ଯ କିଅବା ବହୁତ ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ପାଇଁ ଆଗ୍ରହୀ ହାଇେ ନାହିଁ।

ଗୀତସଂହିତା 13:2

ମୁଁ ଶାନ୍ତ ଅଟେ, ମାରେ ପ୍ରାଣ ଧୀର ଅଟେ।

ଗୀତସଂହିତା 42:10

ମାରେ ଶତ୍ରୁମାନେ ନିରନ୍ତର ମାେତେ ଅପମାନିତ କରନ୍ତି ଓ ଏକ ଶକ୍ତ ଚାପୁଡ଼ା ଦିଅନ୍ତି, ଯେତବେେଳେ ସମାନେେ ମାେତେ ପଚାରନ୍ତି, ତୁମ୍ଭର ପରମେଶ୍ବର କେଉଁଠାରେ ଅଛନ୍ତି ? ସେ କ'ଣ ତୁମ୍ଭକୁ ଉଦ୍ଧାର କରିବାକୁ ଆସୁଛନ୍ତି?

ଗୀତସଂହିତା 44:24

ହେ ପରମେଶ୍ବର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ। ତୁମ୍ଭେ କ'ଣ ଆମ୍ଭର ଦୁଃଖ ଓ ୟନ୍ତ୍ରଣା ସବୁ ଭୁଲି ୟାଇଅଛ।

ଗୀତସଂହିତା 74:1

ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?

ଗୀତସଂହିତା 77:7

ମୁଁ ଆଶ୍ଚର୍ୟ୍ଯ ହଲିେ, ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ଯାଗ କରିଛନ୍ତି କି ? ଆଉ ସେ କ'ଣ ସୁପ୍ରସନ୍ନ ହବେେ ନାହିଁ ?

ଗୀତସଂହିତା 79:5

ହେ ପରମେଶ୍ବର, ଏହା ଆଉ କେତେ ଦିନ ପର୍ୟ୍ଯନ୍ତ ୟିବ ? ତୁମ୍ଭେ କ'ଣ ଚିରକାଳ ଆମ୍ଭମାନଙ୍କ ଉପରେ କୋର୍ଧ କରିଥିବ ? ତୁମ୍ଭର ଅନ୍ତର କଗ୍ଦଣ ଜ୍ବାଳା ଅଗ୍ନିପରି ସର୍ବଦା ଜଳିବ ?

ଗୀତସଂହିତା 85:5

ତୁମ୍ଭେ କି ସଦାକାଳ ଆମ୍ଭ ଉପରେ କୋର୍ଧିତ ହାଇେ ରହିବ ?

ଗୀତସଂହିତା 89:46

ହେ ସଦାପ୍ରଭୁ, ଏହିପରି କେତେ ଦିନ ଚାଲିବ ? ତୁମ୍ଭେ କ'ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚଇେ ରହିବ ? ତୁମ୍ଭର କୋର୍ଧ କ'ଣ ଚିରକାଳ ଅଗ୍ନି ତୁଲ୍ଯ ଜଳିବ ?

ଗୀତସଂହିତା 94:3

ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳୟାଏ ଶାସନ କରିବେ ? ସଦାପ୍ରଭୁ ଆଉ କେତେ କାଳ ?

ଯିଶାଇୟ 49:14

ମାତ୍ର ସିୟୋନ କ ହେ, ସଦାପ୍ରଭୁ ମାେତେ ପରିତ୍ଯାଗ କରିଛନ୍ତି। ମାରେପ୍ରଭୁ ମାେତେ ଭୁଲି ୟାଇଛନ୍ତି।

ଯିଶାଇୟ 64:9

ହେ ସଦାପ୍ରଭୁ, ଅତ୍ଯନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନରେଖ ନାହିଁ। ଆମ୍ଭମାନେେ ବିନତି କରୁଛୁ, ଆମ୍ଭପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।

ଯିରିମିୟ 14:9

ତୁମ୍ଭେ ଜଣେ ଦ୍ବନ୍ଦ ରେ ପଡ଼ିଥିବା ମନୁଷ୍ଯ ତୁଲ୍ଯ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ। କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ଅଛ। ଆମ୍ଭମାନେେ ତୁମ୍ଭ ନାମ ରେ ଖ୍ଯାତ ଅଟୁ। ତେଣୁ ଆମ୍ଭମାନଙ୍କୁ ପରିତ୍ଯାଗ କର ନାହିଁ।

ଯିରିମିୟ 14:19

ଲୋକମାନେ କହନ୍ତି, ହେ ପରମେଶ୍ବର, ତୁମ୍ଭେ କ'ଣ ଯିହୁଦାକୁ ସୂର୍ଣ୍ଣ ଭାବରେ ଅଗ୍ରାହ୍ଯ କରିଅଛ ? ତୁମ୍ଭେ କ'ଣ ସିୟୋନକୁ ଘୃଣା କରିଅଛ ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭମାନେେ ଆଉ ସୁସ୍ଥ ହାଇେ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ ? ଆମ୍ଭମାନେେ ଶାନ୍ତି ଚାହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭମାନେେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କବଳେ ଆଶଙ୍କା ଉପସ୍ଥିତ ହେଲା।

Interlinear

Choose Theme