Home Bibles ☰ Books ଯିରିମିୟ 14:9 · ଓଡ଼ିଆ ବାଇବେଲ
ଯିରିମିୟ 14:9 · ଓଡ଼ିଆ ବାଇବେଲ

ତୁମ୍ଭେ ଜଣେ ଦ୍ବନ୍ଦ ରେ ପଡ଼ିଥିବା ମନୁଷ୍ଯ ତୁଲ୍ଯ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ। କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ଅଛ। ଆମ୍ଭମାନେେ ତୁମ୍ଭ ନାମ ରେ ଖ୍ଯାତ ଅଟୁ। ତେଣୁ ଆମ୍ଭମାନଙ୍କୁ ପରିତ୍ଯାଗ କର ନାହିଁ।

Cross references

ଯାତ୍ରା ପୁସ୍ତକ 29:45

ମୁଁ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ବାସ କରିବି ଏବଂ ସମାନଙ୍କେର ପରମେଶ୍ବର ହବେି।

ଯାତ୍ରା ପୁସ୍ତକ 29:46

ତହିଁରେ ଆମ୍ଭେ ଯେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ତାହା ସମାନେେ ଜାଣିବେ। ସମାନଙ୍କେ ମଧିଅରେ ବାସ କରିବା ନିମନ୍ତେ ଆମ୍ଭେ ମିଶର ଦେଶରୁ ସମାନଙ୍କେୁ ବାହାର କରି ଆଣିଛୁ, ତାହା ସମାନେେ ଜାଣିବେ। ଆମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର।

ଲେବୀୟ ପୁସ୍ତକ 26:11

ଆମ୍ଭେ ଆମ୍ଭର ପବିତ୍ର ତମ୍ବୁ ତମ୍ଭମାନଙ୍କ ମଧିଅରେ ସ୍ଥାପନ କରିବା। ଆମ୍ଭେ ତୁମ୍ଭମାନଙ୍କୁ ଘୃଣା କରିବା ନାହିଁ।

ଗଣନା ପୁସ୍ତକ 11:23

ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, କ'ଣ ସଦାପ୍ରଭୁଙ୍କ ଶକ୍ତି ସିମୀତ? ତୁମ୍ଭମାନେେ ବର୍ତ୍ତମାନ ଦେଖିବ, ଯଦି ସଦାପ୍ରଭୁଙ୍କ ବାକ୍ଯ ତୁମ୍ଭ ପ୍ରତି ସତ ହବେ।

ଗଣନା ପୁସ୍ତକ 14:15

ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକାଥରେ ବଧ କରିବ, ତବେେ ଯେଉଁ ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭ ଶକ୍ତିର କଥା ଶୁଣିଛନ୍ତି, ସମାନେେ କହିବେ,

ଦିତୀୟ ବିବରଣ 23:14

ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତକ୍ସ୍ଟମ୍ଭ ହସ୍ତ ରେ ତୁମ୍ଭର ଶତୃମାନଙ୍କୁ ସମର୍ପଣ କରିବ ପାଇଁ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଛାଉଣୀ ମଧିଅରେ ଗମନାଗମନ କରନ୍ତି। ଏଥିପାଇଁ ସେ ଯେପରି ତୁମ୍ଭମାନଙ୍କ ମଧିଅରେ ଲଜ୍ଜାକର ବିଷଯ ନ ଦେଖନ୍ତି ଓ ତକ୍ସ୍ଟମ୍ଭ ନିକଟରକ୍ସ୍ଟ ବିମକ୍ସ୍ଟଖ ନ ହକ୍ସ୍ଟଅନ୍ତି। ଏଥିପାଇଁ ତୁମ୍ଭର ଛାଉଣୀ ସର୍ବଦା ପବିତ୍ର ହବୋ ଉଚିତ୍।

ଦିତୀୟ ବିବରଣ 28:10

ଏହାପରେ ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ପ୍ରସିଦ୍ଦ ଅଛ ବୋଲି, ଦେଶର ସମସ୍ତ ଲୋକ ଦେଖିବେ ଓ ସମାନେେ ତକ୍ସ୍ଟମ୍ଭ ବିଷଯ ରେ ଭୟ କରିବେ।

ପ୍ରଥମ ଶାମୁୟେଲ 12:22

ସଦାପ୍ରଭୁ ଆପଣା ମହାନ ନାମ ସକାେଶ ଆପଣା ଲୋକମାନଙ୍କୁ ତ୍ଯାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତକ୍ସ୍ଟଷ୍ଟ ହାଇେ ଅଛନ୍ତି।

ଦିତୀୟ ବଂଶାବଳୀ 7:14

ସେତବେେଳେ ଯଦି ଆମ୍ଭ ନାମ ରେ ନାମିତ ଲୋକମାନେ ନମ୍ର ହବେେ ଓ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖାଜେିବେ, ଆଉ ସମାନଙ୍କେର ମନ୍ଦ ପଥରୁ ଫରେିଆସିବେ, ସେତବେେଳେ ଆମ୍ଭେ ସ୍ବର୍ଗରୁ ସମାନଙ୍କେର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସମାନଙ୍କେର ମନ୍ଦ ପଥରୁ ଫରେି ଆସିବେ, ସେତବେେଳେ ଆମ୍ଭେ ସ୍ବର୍ଗରୁ ସମାନଙ୍କେର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସମାନଙ୍କେର ପାପସବୁ କ୍ଷମା କରିବା ଓ ଆମ୍ଭେ ସମାନଙ୍କେର ଦେଶକୁ ସୁସ୍ଥ କରିବା।

ଗୀତସଂହିତା 10:1

ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଦୂରରେ ରହିଅଛ। ଯେଉଁମାନେ ବିପଦରେ ପଡ଼ନ୍ତି ସମାନେେ ତୁମ୍ଭକୁ ଦେଖିପାରନ୍ତି ନାହିଁ।

ଗୀତସଂହିତା 27:9

ହେ ପରମେଶ୍ବର, ମାେ ଠାରୁ ଆପଣା ମୁଖ ଲୁଚାଅ ନାହିଁ। ମାେତେ ସାହାୟ୍ଯ କର। ମାେତେ ଦୂର କର ନାହିଁ। ମାେତେ ପରିତ୍ଯାଗ କର ନାହିଁ। ମାରେ ପରମେଶ୍ବର, ତୁମ୍ଭେ ହିଁ ମାରେ ତ୍ରାଣକର୍ତ୍ତା।

ଗୀତସଂହିତା 44:23

ମାରେ ପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ। କାହିଁକି ତୁମ୍ଭେ ଶାଇେ ରହିଛ ? ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିୟାଅ ନାହିଁ।

ଗୀତସଂହିତା 46:5

ପରମେଶ୍ବର ସହେି ନଗରୀରେ ବାସ କରନ୍ତି। ଏହା କବେେ ବି ଧ୍ବଂସ ପାଇବ ନାହିଁ। ପରମେଶ୍ବର ଏପରିକି ସୂର୍ୟେ୍ଯାଦଯ ପୂର୍ବରୁ ସାହାୟ୍ଯ କରିବାକୁ ଉପସ୍ଥିତ ଥାନ୍ତି।

Interlinear

Choose Theme