Home Bibles ଗୀତସଂହିତା 94:3 · ଓଡ଼ିଆ ବାଇବେଲ
ଗୀତସଂହିତା 94:3 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳୟାଏ ଶାସନ କରିବେ ? ସଦାପ୍ରଭୁ ଆଉ କେତେ କାଳ ?

Cross references

ଏଷ୍ଟର ବିବରଣ 5:11

ଆଉ ହାମନ୍ ଆପଣା ଧନ ଓ ଐଶ୍ବର୍ୟ୍ଯର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦଇେଛନ୍ତି। ଏହିସବୁ ବିଷଯ ସମାନଙ୍କେୁ ଶୁଣାଇଲା।

ଏଷ୍ଟର ବିବରଣ 6:6

ତହିଁରେ ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ'ଣ କରାୟିବ? ହାମନ ମନମେନେ ଭାବିଲା, ରାଜା ମାେ ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହବେେ?

ଏଷ୍ଟର ବିବରଣ 7:6

ଏଷ୍ଟର କହିଲା, ଏହି ଦୁଷ୍ଟ ହାମନ ଜଣେ ବିପକ୍ଷ ଓ ଶତୃ।

ଏଷ୍ଟର ବିବରଣ 7:10

ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।

ଆୟୁବ ପୁସ୍ତକ 20:5

ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।

ଗୀତସଂହିତା 43:2

ହେ ପରମେଶ୍ବର, ତୁମ୍ଭେ ହିଁ ମାରେ ବଳସ୍ବରୂପ। କାହିଁକି ତୁମ୍ଭେ ମାେତେ ଛାଡ଼ି ଚାଲିୟିବ ? କାହିଁକି ମୁଁ ଏତେ ଦୁଃଖ ପାଇବି ? କାରଣ ମାରେ ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ।

ଗୀତସଂହିତା 73:8

ସମାନେେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସମାନଙ୍କେ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି। ସମାନେେ ଅହଂକାରୀ ଓ ଗର୍ବୀ ଅଟନ୍ତି। ସମାନେେ ଧମକ ଦିଅନ୍ତି ୟେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।

ଗୀତସଂହିତା 74:9

ଆମ୍ଭମାନେେ ନିଜ ଚିହ୍ନସବୁ ଦେଖୁ ନାହୁଁ। କୌଣସି ଭବିଷ୍ଯଦ୍ବକ୍ତା ଆଉ ନାହାନ୍ତି। କ'ଣ କରିବାକୁ ହବେ କହେି ଜାଣନ୍ତି ନାହିଁ।

ଗୀତସଂହିତା 79:5

ହେ ପରମେଶ୍ବର, ଏହା ଆଉ କେତେ ଦିନ ପର୍ୟ୍ଯନ୍ତ ୟିବ ? ତୁମ୍ଭେ କ'ଣ ଚିରକାଳ ଆମ୍ଭମାନଙ୍କ ଉପରେ କୋର୍ଧ କରିଥିବ ? ତୁମ୍ଭର ଅନ୍ତର କଗ୍ଦଣ ଜ୍ବାଳା ଅଗ୍ନିପରି ସର୍ବଦା ଜଳିବ ?

ଗୀତସଂହିତା 80:4

ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭେ କେତକୋଳ ପର୍ୟ୍ଯନ୍ତ କୋର୍ଧ ଚାଲୁ ରଖିବ ? େକେତବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ ?

ଗୀତସଂହିତା 89:46

ହେ ସଦାପ୍ରଭୁ, ଏହିପରି କେତେ ଦିନ ଚାଲିବ ? ତୁମ୍ଭେ କ'ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚଇେ ରହିବ ? ତୁମ୍ଭର କୋର୍ଧ କ'ଣ ଚିରକାଳ ଅଗ୍ନି ତୁଲ୍ଯ ଜଳିବ ?

ଯିରିମିୟ 12:1

ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?

ଯିରିମିୟ 47:6

ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ କେତେ କାଳପ ରେ ୟୁଦ୍ଧରୁ କ୍ଷାନ୍ତ ହବେ ? ତୁମ୍ଭେ ଆପଣା କୋଷ ରେ ପ୍ରବେଶ କର, ଶାନ୍ତ ଓ ସ୍ଥିର ହୁଅ।

ହବକକୂକ 1:2

ହେ ସଦାପ୍ରଭୁ, କେତକୋଳ ପର୍ୟ୍ଯନ୍ତ ମୁଁ ସାହାୟ୍ଯ ପାଇଁ ତୁମ୍ଭକୁ ଡାକିବି? କେତବେେଳେ ତୁମ୍ଭେ ମାରେ ଡାକ ଶୁଣିବ? ଏବି ଗୋଳମାଳ ବିଷଯ ରେ ମୁଁ ତୁମ୍ଭକୁ ଆହ୍ବାନ କଲି କିନ୍ତୁ ତୁମ୍ଭେ କିଛି କଲନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:22

ଲୋକମାନେ ପାଟିକରି କହିଲେ, ଏହା ଦବେତାର ସ୍ବର, ମନୁଷ୍ଯର ନୁହେଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:10

ସହେି ଆତ୍ମାମାନେ ଉଚ୍ଚ ସ୍ବର ରେ ଚିତ୍କାର କଲେ, ହେ ପବିତ୍ର, ଓ ସତ୍ଯ ପ୍ରଭୁ ! ଆମ୍ଭମାନଙ୍କୁ ହତ୍ଯା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଚାର କର। ସମାନଙ୍କେୁ ଦଣ୍ଡ ଦବୋକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ ?

Interlinear

Choose Theme