ସହେି ସ୍ବପ୍ନ ଓ ଏହାର ଅର୍ଥ ଶକ୍ସ୍ଟଣିସାରିବା ପରେ ଗିଦ୍ଦିୟୋନ ନତମସ୍ତ କରି ସଦାପ୍ରଭୁଙ୍କର ଉପାସନା କଲେ ଏବଂ ତାଙ୍କର ଛାଉଣୀକକ୍ସ୍ଟ ଫରେିଗଲେ। ସଠାେରେ ସେ ଇଶ୍ରାୟେଲର ସୈନ୍ଯମାନଙ୍କୁ କହିଲେ, ଉଠ! ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତ ରେ ମିଦିଯନୀଯ ସୈନ୍ଯଦଳକକ୍ସ୍ଟ ସମର୍ପଣ କରିଅଛନ୍ତି।
Cross references
ସହେି ଦାସଜଣଙ୍କ ସଦାପ୍ରଭୁଙ୍କୁ ପ୍ରଣାମ କରି ତାଙ୍କର ଉପାସନା କଲେ।
ମୁଁ ମୁଣ୍ଡ ନୁଆଁଇ ସଦାପ୍ରଭୁଙ୍କର ଧନ୍ଯବାଦ କଲି। ସେ ମାରେ କର୍ତ୍ତାଙ୍କର ପୁତ୍ର ନିମନ୍ତେ ତାଙ୍କ ଭାତୃ ପୁତ୍ରଙ୍କ କନ୍ଯା ଗ୍ରହଣ କରିବାକୁ ମାେତେ ପ୍ରକୃତ ପଥରେ କଢ଼ାଇ ଆଣିଲେ। ମାରେ କର୍ତ୍ତା ଆବ୍ରହାମର ସହେି ସଦାପ୍ରଭୁ ପରମେଶ୍ବଙ୍କର ଧନ୍ଯବାଦ କଲି।
ସହେି ଦୁଇ ବନ୍ଦୀ ଉତ୍ତର ଦେଲେ, ଆମ୍ଭେ କାଲି ରାତି ରେ ସ୍ବପ୍ନ ଦେଖିଲୁ। କିନ୍ତୁ ତାହା ବୁଝି ପାରୁନାହୁଁ। ସହେି ସ୍ବପ୍ନର ବ୍ଯାଖ୍ଯା କରିବାକୁ କହେି ନାହିଁ।
ଏହାପରେ ସହେି ରାତ୍ରି ରେ ଆମ୍ଭମାନେେ ପ୍ରେତ୍ୟକକ ଏକ ଏକ ସ୍ବପ୍ନ ଦେଖିଲୁ ଏବଂ ଦୁହିଁଙ୍କ ସ୍ବପ୍ନର ଅର୍ଥ ଥିଲା।
ଏହାପରେ ହାରୋଣ ଲୋକମାନଙ୍କୁ କହିଲେ, ସେ ସହେି ପ୍ରଚୀନବର୍ଗକୁ ସମସ୍ତ କଥା କହିଲେ ଯାହା ସବୁ ସଦାପ୍ରଭୁ ମାଶାଙ୍କେୁ କହିଥିଲେ, ଏହାପରେ ମାଶାେ ତାଙ୍କର ପ୍ରମାଣ ଲୋକମାନଙ୍କୁ ଜଣାଇଲେ।
ଏହୂଦ୍ ଇଶ୍ରାୟେଲ ସନ୍ତାନଗଣଙ୍କକ୍ସ୍ଟ କହିଲେ, ମାେତେ ଅନକ୍ସ୍ଟସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତୃ ମାଯାେବୀଯ ଲୋକମାନଙ୍କୁ, ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିଅଛନ୍ତି।
ଏହାପରେ ଦବୋରା ବାରକକକ୍ସ୍ଟ କହିଲେ, ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହବେେ ସୀଷରାକକ୍ସ୍ଟ ପରାସ୍ତ କରିବା ପାଇଁ ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ଆଗେ ଆଗେ ଗଲେ। ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କକ୍ସ୍ଟ ତାବୋର ପର୍ବତର ପ୍ରଦେଶକକ୍ସ୍ଟ ଆଣିଲେ।
ସେଥିପାଇଁ ବର୍ତ୍ତମାନ ମୁ ତାକକ୍ସ୍ଟ ସଦାପ୍ରଭୁଙ୍କ ସବୋ କରିବା ପାଇଁ ଉତ୍ସର୍ଗ କରୁଛି। ସେ ୟାବଜ୍ଜୀବନ ସଦାପ୍ରଭୁଙ୍କ ଉପାସନା କରିବ।
ପଲେଷ୍ଟୀୟ ଶିବିର ରେ ଥିବା ପ୍ରହରିମାନେ ବଡପାଟି ରେ ଯୋନାଥନ ଓ ତାଙ୍କ ଭୃତ୍ଯକକ୍ସ୍ଟ କହିଲେ, ଏଠାକକ୍ସ୍ଟ ଆସ, ଆମ୍ଭେ ତୁମ୍ଭେ ଦକ୍ସ୍ଟହିଁଙ୍କକ୍ସ୍ଟ ଉଚିତ ଶିକ୍ଷା ଦବେକ୍ସ୍ଟ।
ଯିହାଶାଫେଟ୍ ତଳକୁ ମୁହଁ କରି ମଥାନତ କଲେ। ଆଉ ଯିହୁଦାର ସମସ୍ତ ଲୋକ ଓ ୟିରୁଶାଲମବାସୀମାନେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖ ରେ ମଥାନତ କଲେ। ଆଉ ସମାନେେ ସମସ୍ତେ ସଦାପ୍ରଭୁଙ୍କର ସବୋ କଲେ।
ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାୟ୍ଯ ରେ ସଂଗ୍ରାମ କରୁ ସଗେୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ର ରେ ପରମେଶ୍ବରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତୃର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରି ପା ରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାୟ୍ଯ ରେ ଆମ୍ଭେ ଲୋକଙ୍କ ସମସ୍ତ ୟୁକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ବିରୁଦ୍ଧ ରେ ଉଠୁଥିବା ପ୍ରେତ୍ୟକକ ଗର୍ବର କଥା ଖଣ୍ଡନ କରୁ।