ବିଚାରକର୍ତାମାନଙ୍କ ବିବରଣ 7:16 · ଓଡ଼ିଆ ବାଇବେଲ
ଏହାପରେ ଗିଦ୍ଦିୟୋନ ସହେି 300 ସୈନ୍ଯଙ୍କକ୍ସ୍ଟ ତିନି ଦଳ ରେ ବିଭକ୍ତ କଲେ। ତା'ପରେ ସେ ସମାନଙ୍କେୁ ଗୋଟିଏ ଗୋଟିଏ ଶିଙ୍ଗା ଓ ଗୋଟିଏ ଗୋଟିଏ ଶକ୍ସ୍ଟନ୍ଯ ପାତ୍ର ପ୍ରେତ୍ୟକକଙ୍କକ୍ସ୍ଟ ଦେଲେ। ପ୍ରେତ୍ୟକକ ପାତ୍ର ମଧିଅରେ ଗୋଟିଏ ଗୋଟିଏ ଜଳନ୍ତା ମଶାଲ ଥିଲା।
Cross references
ପ୍ରଥମ ଶାମୁୟେଲ 11:11
ତା' ପରଦିନ ପ୍ରଭାତ ରେ ଶାଉଲ ତାଙ୍କ ସୈନ୍ଯମାନଙ୍କୁ ତିନିଭାଗ କରି ସୂର୍ େଯ୍ଯାଦଯ ସମୟରେ ଅେମ୍ମାନୀୟ ଶିବିର ରେ ଆତର୍କିତ ଆକ୍ରମଣ କଲେ। ସମାନେେ ସମାନଙ୍କେର ପ୍ରହରୀସବୁ ପରବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରକ୍ସ୍ଟ ଶାଉଲ ଏବଂ ତାଙ୍କ ସୈନ୍ଯ ତାଙ୍କୁ ପରାସ୍ତ କଲେ ଅମ୍ମାନେୀୟମାନେ ବିଭିନ୍ନ ଆଡେ ଦୌଡି ପଳାଇଲେ। ସୈନ୍ଯମାନେ ଏପରି ପଳାଯନ କଲେ ଯେ, ଦକ୍ସ୍ଟଇଟି ସୈନ୍ଯ ଏକତ୍ରୀତ ହାଇେ ପାରିଲେ ନାହିଁ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:7
ଆମ୍ଭେ ପରମେଶ୍ବରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କବଳେ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ୟ୍ଯ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ବରଙ୍କର ଅଟେ।