Home Bibles କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:4 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:4 · ଓଡ଼ିଆ ବାଇବେଲ

ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାୟ୍ଯ ରେ ସଂଗ୍ରାମ କରୁ ସଗେୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ର ରେ ପରମେଶ୍ବରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତୃର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରି ପା ରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାୟ୍ଯ ରେ ଆମ୍ଭେ ଲୋକଙ୍କ ସମସ୍ତ ୟୁକ୍ତି ଓ ପରମେଶ୍ବରଙ୍କ ଜ୍ଞାନ ବିରୁଦ୍ଧ ରେ ଉଠୁଥିବା ପ୍ରେତ୍ୟକକ ଗର୍ବର କଥା ଖଣ୍ଡନ କରୁ।

Cross references

ଯିହୋଶୂୟ 6:20

ଯାଜକମାନେ ମଷେ ଶିଙ୍ଗା ବଜାଇଲେ, ଲୋକମାନେ ମଷେ ଶିଙ୍ଗା ଶଦ୍ଦ ଶକ୍ସ୍ଟଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ଯକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ଲୋକମାନେ ନଗରକକ୍ସ୍ଟ ଅକ୍ତିଆର କଲେ।

ବିଚାରକର୍ତାମାନଙ୍କ ବିବରଣ 7:13

ଗିଦ୍ଦିୟୋନ ସଠାେରେ ଉପସ୍ଥିତ ହାଇେ ଶୁଣିଲେ ଯେ, ଜଣେ ତାଙ୍କର ସାଙ୍ଗକକ୍ସ୍ଟ ଏକ ସ୍ବପ୍ନ ବିଷଯ ରେ କହକ୍ସ୍ଟଥିଲା, ସେ କହିଲା, ମୁ ସ୍ବପ୍ନ ଦେଖିଲି, ଏକ ୟବରୋଟୀ ମିଦିଯନୀଯ ଛାଉଣୀ ଆଡକକ୍ସ୍ଟ ଗଡି ତୁମ୍ଭକୁ ଆସି ଆଘାତ କଲା, ତାହା ପଡିଗଲା, ତାକକ୍ସ୍ଟ ଓଲଟାଇଲା ପରେ ତମ୍ବୁମାନ ପଡିଗଲା।

ବିଚାରକର୍ତାମାନଙ୍କ ବିବରଣ 15:14

ସେ ଯେତବେେଳେ ଲିହୀ ରାଜ ପ୍ରସାଦ ରେ ପହନ୍ଚିଲେ, ପଲେଷ୍ଟୀୟ ଲୋକମାନେ ତାଙ୍କୁ ଦେଖିବାକକ୍ସ୍ଟ ଆସିଲେ। ସମାନେେ ଖକ୍ସ୍ଟସି ରେ ଜଯ ଜଯ ଧ୍ବନି କରୁଥିଲେ। ଏହାପରେ ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଯେତବେେଳେ ଆସିଲା, ସେ ଶକ୍ତିଶାଳୀ ହାଇେ ଉଠିଲେ। ଶାମ୍ଶାେନ୍ ଦୌଡିଟିକକ୍ସ୍ଟ ଛିଣ୍ତାଇ ଦେଲେ, ତାଙ୍କ ହାତରକ୍ସ୍ଟ ଦଉଡିଗକ୍ସ୍ଟଡିକ ମିଳାଇ ଗଲାପରି ଏବଂ ପୋଡାସୂତା ପରି ଝରି ପଡିଲା।

ପ୍ରଥମ ଶାମୁୟେଲ 17:45

ଦାଉଦ ଗଲିଯାତକକ୍ସ୍ଟ କହିଲା, ତୁମ୍ଭେ ଖଡ୍ଗ ବର୍ଚ୍ଛା ଓ ଶଲ୍ଯ ଘନେି ମାେ ପାଖକକ୍ସ୍ଟ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କକ୍ସ୍ଟ ତକ୍ସ୍ଟଚ୍ଛ କରିଅଛ ସଗେି ଇଶ୍ରାୟେଲର ସୈନ୍ଯବାହିନୀର ପରମେଶ୍ବର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମ ରେ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ମଁ ଆସକ୍ସ୍ଟଅଛି।

ଗୀତସଂହିତା 110:2

ସଦାପ୍ରଭୁ ତୁମ୍ଭର ରାଜ୍ଯ ସିୟୋନରୁ ବଢ଼ାଇବେ, ୟପରେିକି ତୁମ୍ଭେ ଶତ୍ରୁଗଣର ରାଜ୍ଯକୁ ଶାସନ କର।

ଯିଶାଇୟ 30:25

ଯେଉଁମାନେ ଗଣହତ୍ଯା ହବେ ଓ ଦୁର୍ଗସବୁ ପତିତ ହବେ। ସହେିଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କ ରେ ଝରଣା ଓ ଜଳଷୋର୍ତ ପ୍ରବାହିତ ହବେ।

ଯିଶାଇୟ 41:14

ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।

ଯିରିମିୟ 1:10

ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।

ଯିଖରିୟ 4:6

ସେ କହିଲେ, ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:22

ମାଶାେ ମିଶରବାସୀମାନଙ୍କର ସମସ୍ତ ବିଦ୍ଯା ରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ଯ ଓ କାମ ରେ ଶକ୍ତିଶାଳୀ ଥିଲେ।

ରୋମୀୟଙ୍କ ପ୍ରତି ପତ୍ର 6:13

ପାପର ସବୋ କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼କକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ଯବହାର କର ନାହିଁ। ତା' ପରିବର୍ତେ ନିଜକୁ ପରମେଶ୍ବରଙ୍କଠା ରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗହୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ବରଙ୍କଠା ରେ ସମର୍ପଣ କର।

ରୋମୀୟଙ୍କ ପ୍ରତି ପତ୍ର 13:12

'ରାତି' ପ୍ରାଯଃ କଟି ଗଲାଣି। 'ଦିନ' ପ୍ରାଯଃ ଏହିଠା ରେ। ଅତଏବ ଅନ୍ଧକାର ରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ। ଆମ୍ଭେ ପ୍ରକାଶ ରେ ହେଉଥିବା ଭଲ କାମ କରିବାପାଇଁ ପ୍ରସ୍ତୁତ କରିବା ଉଚିତ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:18

ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି କୃଶର ବାର୍ତ୍ତା ସଂପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭପ୍ରତି ଏହା ପରମେଶ୍ବରଙ୍କ ଶକ୍ତି ସ୍ବରୂପ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:5

ତୁମ୍ଭ ବିଶ୍ବାସ ମନୁଷ୍ଯର ଜ୍ଞାନର ନ ହାଇେ ପରମେଶ୍ବରଙ୍କ ଶକ୍ତି ରେ ହେଉ, ସେଥିପାଇଁ ମୁଁ ଏପରି କଲି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:7

ସନୋବାହିନୀ ରେ କୌଣସି ସୈନିକ କ'ଣ ନିଜ ଖର୍ଚ୍ଚ ରେ ୟୁଦ୍ଧ କରେ ? କୌଣସି ଲୋକ କ'ଣ ଅଙ୍ଗୁର ବଗିଚା ଲଗାଏ ଓ ନିଜେ ଏହାର ଫଳ ଖାଏ ନାହିଁ। ଏପରି କେଉଁ ଲୋକ ଅଛି, ଯେ ମଷେପାଳନ କରି ନିଜ ପାଇଁ ମଷଦେୁଧ ନିଏ ନାହିଁ ?

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:5

ଆମ୍ଭେ ନିଜେ ସମସ୍ତ ଉତ୍ତମ କର୍ମ କରିପାରୁ, ତାହା ନୁହେଁ, କିନ୍ତୁ ଆମ୍ଭକୁ ଏହି ସାମର୍ଥ୍ଯ ପରମେଶ୍ବରଙ୍କଠାରୁ ପ୍ରାପ୍ତ ହାଇେଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:7

ଆମ୍ଭେ ପରମେଶ୍ବରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କବଳେ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ୟ୍ଯ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ବରଙ୍କର ଅଟେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:7

ପ୍ରେତ୍ୟକକ କଥା ରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷାଢ଼ାଲ ଭାବରେ ବ୍ଯବହାର କରୁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:3

ମାେ ଦ୍ବାରା ଖ୍ରୀଷ୍ଟ କହୁଛନ୍ତି କି ନାହିଁ, ଏଥିର ତୁମ୍ଭମାନେେ ପ୍ରମାଣ ଚାହୁଁଛ। ମାରେ ପ୍ରମାଣ ଏହି ଯେ, ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦଣ୍ଡ ପ୍ରଦାନ କରିବା ରେ ଦୁର୍ବଳ ନୁହଁନ୍ତି। କିନ୍ତୁ ସେ ତୁମ୍ଭମାନଙ୍କ ମଧିଅରେ ଶକ୍ତିଶାଳୀ ଅଟନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:10

ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତବେେଳେ ମୁଁ ଆ ସେ, ସେତବେେଳେ ଦଣ୍ଡ ଦବୋ ପାଇଁ ମାେତେ ମାେ ଶକ୍ତିର ବ୍ଯବହାର କରିବାକୁ ନ ପଡ଼ୁ। ପରମେଶ୍ବର ମାେତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।

ଏଫିସୀୟଙ୍କ ପ୍ରତି ପତ୍ର 6:13

ସେଥିପାଇଁ ପରମେଶ୍ବରଙ୍କର ସମ୍ପୂର୍ଣ୍ଣ ୟୁଦ୍ଧସାଜ ତୁମ୍ଭମାନେେ ପିନ୍ଧିବା ଆବଶ୍ଯକ ଅଟେ। ତବେେ ଯାଇ ମନ୍ଦଶକ୍ତିର ରାଜତ୍ବ ବଳେ ରେ ତୁମ୍ଭେ ଦୃଢ଼ତା ସହକା ରେ ପ୍ରତି ରୋଧ କରି ଅଟଳ ହାଇେ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ଯ ତୁମ୍ଭେ ଅଟଳ ହାଇେ ରହିବ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:8

କିନ୍ତୁ ଆମ୍ଭେ ଦିନର ହାଇେଥିବାରୁ ନିଜକୁ ସଂୟମ କରିବା ଆବଶ୍ଯକ। ବିଶ୍ବାସ ଓ ପ୍ ରମରେ ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରିବା ଦରକାର।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:18

ତୀମଥି ! ତୁମ୍ଭେ ମାେ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତ ରେ ତୁମ୍ଭ ବିଷୟ ରେ ଯାହା ସବୁ ଭବିଷ୍ଯଦ୍ ବାଣୀ କୁହା ଯାଇଥିଲା, ତା'ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସହେି ଭବିଷ୍ଯଦ୍ ବାଣୀର ଅନୁସରଣ କରିବ ଓ ବିଶ୍ବାସର ଉତ୍ତମ ଲଢ଼ଇେ ଲଢ଼ି ପାରିବ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:3

ଆମ୍ଭ ସମସ୍ତଙ୍କ କଷ୍ଟ ରେ ଭାଗୀ ହୁଅ। ଖ୍ରୀଷ୍ଟଯୀଶୁଙ୍କ ଜଣେ ଅନୁଗତ ଓ ପ୍ରକୃତ ସୈନିକ ଭାବରେ ସହେି କଷ୍ଟଗୁଡ଼ିକ ସହିଯାଅ।

ଏବ୍ରୀ 11:30

ଈଶ୍ବରଙ୍କ ଲୋକମାନଙ୍କ ବିଶ୍ବାସ ହତେୁ ଯିରୀହାେ ନଗରର ପାଚରେୀଗୁଡ଼ିକ ସମାନେେ ସାତଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା।

ଏବ୍ରୀ 11:32

ମୁଁ ଅଧିକ ଆଉ କ'ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି ? ଗିଦିଯୋନ, ବାରାକ, ଶାମ୍ଶୋନ, ୟିପ୍ତାହ ଦାଉଦ, ଶାମୁଯଲେ, ଓ ଭବିଷ୍ଯଦ୍ ବକ୍ତାମାନଙ୍କ ବିଷୟ ରେ କହିବା ପାଇଁ ମାେ ପାଖ ରେ ଅଧିକ ସମୟ ନାହିଁ,

Interlinear

Choose Theme