ଯାତ୍ରା ପୁସ୍ତକ 4:30 · ଓଡ଼ିଆ ବାଇବେଲ
ଏହାପରେ ହାରୋଣ ଲୋକମାନଙ୍କୁ କହିଲେ, ସେ ସହେି ପ୍ରଚୀନବର୍ଗକୁ ସମସ୍ତ କଥା କହିଲେ ଯାହା ସବୁ ସଦାପ୍ରଭୁ ମାଶାଙ୍କେୁ କହିଥିଲେ, ଏହାପରେ ମାଶାେ ତାଙ୍କର ପ୍ରମାଣ ଲୋକମାନଙ୍କୁ ଜଣାଇଲେ।
Cross references
ଯାତ୍ରା ପୁସ୍ତକ 4:16
ତୁମ୍ଭ ପାଇଁ ହାରୋଣ ଲୋକମାନଙ୍କୁ କହିବ। ତୁମ୍ଭେ ତା ପାଇଁ ପରମେଶ୍ବର ପରି ଏବଂ ସେ ତୁମ୍ଭର ପ୍ରବକ୍ତା।