Home Bibles ☰ Books ପ୍ରଥମ ଶାମୁୟେଲ 14:12 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 14:12 · ଓଡ଼ିଆ ବାଇବେଲ

ପଲେଷ୍ଟୀୟ ଶିବିର ରେ ଥିବା ପ୍ରହରିମାନେ ବଡପାଟି ରେ ଯୋନାଥନ ଓ ତାଙ୍କ ଭୃତ୍ଯକକ୍ସ୍ଟ କହିଲେ, ଏଠାକକ୍ସ୍ଟ ଆସ, ଆମ୍ଭେ ତୁମ୍ଭେ ଦକ୍ସ୍ଟହିଁଙ୍କକ୍ସ୍ଟ ଉଚିତ ଶିକ୍ଷା ଦବେକ୍ସ୍ଟ।

Cross references

ଆଦି ପୁସ୍ତକ 24:26

ସହେି ଦାସଜଣଙ୍କ ସଦାପ୍ରଭୁଙ୍କୁ ପ୍ରଣାମ କରି ତାଙ୍କର ଉପାସନା କଲେ।

ଆଦି ପୁସ୍ତକ 24:42

ଆଜି ଏହି କୂପ ନିକଟକୁ ଆସିଲି ଏବଂ କହିଲି, 'ସଦାପ୍ରଭୁ ପରମେଶ୍ବର ମାରେ ପ୍ରଭୁ ଅବ୍ରହାମଙ୍କର ପରମେଶ୍ବର, ଦୟାକରି ମାରୟୋତ୍ରା ସଫଳ କରାଅ।

ଆଦି ପୁସ୍ତକ 24:48

ମୁଁ ମୁଣ୍ଡ ନୁଆଁଇ ସଦାପ୍ରଭୁଙ୍କର ଧନ୍ଯବାଦ କଲି। ସେ ମାରେ କର୍ତ୍ତାଙ୍କର ପୁତ୍ର ନିମନ୍ତେ ତାଙ୍କ ଭାତୃ ପୁତ୍ରଙ୍କ କନ୍ଯା ଗ୍ରହଣ କରିବାକୁ ମାେତେ ପ୍ରକୃତ ପଥରେ କଢ଼ାଇ ଆଣିଲେ। ମାରେ କର୍ତ୍ତା ଆବ୍ରହାମର ସହେି ସଦାପ୍ରଭୁ ପରମେଶ୍ବଙ୍କର ଧନ୍ଯବାଦ କଲି।

ବିଚାରକର୍ତାମାନଙ୍କ ବିବରଣ 4:14

ଏହାପରେ ଦବୋରା ବାରକକକ୍ସ୍ଟ କହିଲେ, ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହବେେ ସୀଷରାକକ୍ସ୍ଟ ପରାସ୍ତ କରିବା ପାଇଁ ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ଆଗେ ଆଗେ ଗଲେ। ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କକ୍ସ୍ଟ ତାବୋର ପର୍ବତର ପ୍ରଦେଶକକ୍ସ୍ଟ ଆଣିଲେ।

ବିଚାରକର୍ତାମାନଙ୍କ ବିବରଣ 7:14

ସହେି ଲୋକଟିର ବନ୍ଧକ୍ସ୍ଟ ଏହି ସ୍ବପ୍ନର ଅର୍ଥ ବକ୍ସ୍ଟଝି ପାରିଲା, ସେ କହିଲା, ଇଶ୍ରାୟେଲୀରକ୍ସ୍ଟ ଆସିଥିବା ଯୋୟାସର ପକ୍ସ୍ଟତ୍ର ଗିଦ୍ଦିୟୋନଙ୍କର ଖଡ୍ଗ ଏହା ଛଡା ଆଉ କିଛି ନକ୍ସ୍ଟ ହେଁ। ପରମେଶ୍ବର ମିଦିଯନୀଯମାନଙ୍କୁ ଓ ସମସ୍ତ ଶିବିରକକ୍ସ୍ଟ ତାଙ୍କ ହସ୍ତ ରେ ଦଇେଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 7:15

ସହେି ସ୍ବପ୍ନ ଓ ଏହାର ଅର୍ଥ ଶକ୍ସ୍ଟଣିସାରିବା ପରେ ଗିଦ୍ଦିୟୋନ ନତମସ୍ତ କରି ସଦାପ୍ରଭୁଙ୍କର ଉପାସନା କଲେ ଏବଂ ତାଙ୍କର ଛାଉଣୀକକ୍ସ୍ଟ ଫରେିଗଲେ। ସଠାେରେ ସେ ଇଶ୍ରାୟେଲର ସୈନ୍ଯମାନଙ୍କୁ କହିଲେ, ଉଠ! ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତ ରେ ମିଦିଯନୀଯ ସୈନ୍ଯଦଳକକ୍ସ୍ଟ ସମର୍ପଣ କରିଅଛନ୍ତି।

ପ୍ରଥମ ଶାମୁୟେଲ 14:10

ଯଦି ପଲେଷ୍ଟୀୟମାନେ ଆମ୍ଭକକ୍ସ୍ଟ କହିବେ 'ଆମ୍ଭମାନଙ୍କ ପାଖକକ୍ସ୍ଟ ଉଠିଆସ' ତବେେ ଆମ୍ଭେ ସମାନଙ୍କେ ପାଖକକ୍ସ୍ଟ ୟିବା। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତ ରେ ସମାନଙ୍କେୁ ଦଇେଛନ୍ତି। ଆଉ ଏହା ଏକ ପରାଜଯର ଚିହ୍ନ ହବେ।

ପ୍ରଥମ ଶାମୁୟେଲ 17:43

ଗଲିଯାତ ଦାଉଦଙ୍କକ୍ସ୍ଟ କହିଲେ, ମୁ କ'ଣ ଗୋଟିଏ କକ୍ସ୍ଟକକ୍ସ୍ଟର ତୁମ୍ଭେ ମାେ ପାଖକକ୍ସ୍ଟ ବାଡି ନଇେ ଆସିଛ। ତା'ପରେ ଗଲିଯାତ ଆପଣା ଦବେତାମାନଙ୍କ ନାମ ରେ ଦାଉଦଙ୍କକ୍ସ୍ଟ ଶାପ ଦଲୋ।

ଦିତୀୟ ଶାମୁୟେଲ 2:14

ଅବ୍ନର ଯୋୟାବକକ୍ସ୍ଟ କହିଲେ, ୟକ୍ସ୍ଟବକ ସୈନ୍ଯମାନେ ଆମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ପ୍ରତିୟୋଗିତା କରନ୍ତକ୍ସ୍ଟ।

ଦିତୀୟ ଶାମୁୟେଲ 5:24

ତୁମ୍ଭମାନେେ ସହେି ତୂତ୍ବୃକ୍ଷ ତାଟୋ ଉପରେ ୈସନ୍ଯମାନଙ୍କର ପଦାଗ୍ଭରଣର ଶଦ୍ଦ ପରି ଶଦ୍ଦ ଶକ୍ସ୍ଟଣିପାରିବ। ତବେେ ତୁମ୍ଭମାନେେ ସମାନଙ୍କେୁ ଶିଘ୍ର ଆକ୍ରମଣ କରିବ, କାରଣ ସହେି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଯିବେ ଏବଂ ତୁମ୍ଭମାନଙ୍କ ସକାେଶ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବେ।

ଦିତୀୟ ରାଜାବଳୀ 14:8

ଅମତସିଯ ଯହେୂଙ୍କ ପୌତ୍ର ଓ ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କ ନିକଟକୁ ସନ୍ଦେଶବାହ ପଠାଇଲେ, ଇଶ୍ରାୟେଲ ରାଜା କହୁଛନ୍ତି, ଆସ, ଆମ୍ଭମାନେେ ପରସ୍ପର ସମ୍ମୁଖା ସମ୍ମୁଖୀ ହାଇେ ୟୁଦ୍ଧ କରିବା।

Interlinear

Choose Theme