Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 14:6 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 14:6 · ଓଡ଼ିଆ ବାଇବେଲ

ଶାମ୍ଶାେନ୍ ନିକଟକକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ। ଏହାପରେ ସେ ଖାଲି ହାତ ରେ ଛଳେି ଛକ୍ସ୍ଟଆକକ୍ସ୍ଟ ଚିରିଲା ପରି ସହେି ସିଂହକକ୍ସ୍ଟ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ'ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ କିଛି ସେ ବିଷଯ ରେ କହିଲେ ନାହିଁ।

Cross references

ବିଚାରକର୍ତାମାନଙ୍କ ବିବରଣ 3:10

ସଦାପ୍ରଭୁଙ୍କର ଆତ୍ମା ତାଙ୍କଠା ରେ ପ୍ରବେଶ କଲାରକ୍ସ୍ଟ, ସେ ଇଶ୍ରାୟେଲର ଲୋକମାନଙ୍କର ବିଗ୍ଭର କଲେ, ଓ ୟକ୍ସ୍ଟଦ୍ଧ କରିବାକୁ ଆଗଇେ ଆସିଲେ। ଏବଂ ସଦାପ୍ରଭୁ କୂଶନ ରିଶିଯାଥଯିମକକ୍ସ୍ଟ ଅରାମୀଯର ରାଜାଙ୍କକ୍ସ୍ଟ ହରାଇବା ରେ ଅତ୍ନୀଯଲଙ୍କେ ସାହାୟ୍ଯ କରିଥିଲେ ଓ ସେ ତାଙ୍କୁ ଆଯତ କଲେ।

ବିଚାରକର୍ତାମାନଙ୍କ ବିବରଣ 11:29

ଏହାପରେ ସଦାପ୍ରଭୁଙ୍କ ଆତ୍ମା ୟିଲ୍ଗହ ଉପରେ ଅଧିଷ୍ଠାନ କଲା। ସେ ଗିଲିଯଦ ଓ ମନଃଶି ଦଇେ ଗଲା। ସେ ଗିଲିଯଦ ଦଇେ ମିସ୍ପୀକକ୍ସ୍ଟ ଗଲେ ଓ ଏବଂ ଅେମ୍ମାନୀୟଙ୍କ ଦଇେ ଅତିକ୍ରମ କଲେ।

ବିଚାରକର୍ତାମାନଙ୍କ ବିବରଣ 13:25

ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।

ବିଚାରକର୍ତାମାନଙ୍କ ବିବରଣ 14:19

ଶାମ୍ଶାେନ୍ ଏଥି ରେ ବହକ୍ସ୍ଟତ ରାଗିଗଲେ। ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କ ଆତ୍ମା ବହକ୍ସ୍ଟତ ଶକ୍ତିଶାଳୀ ଭାବରେ ଆସିଲେ। ସେ ଅସ୍କିଲୋନକକ୍ସ୍ଟ ୟାଇ ସଠାେରେ ତିରିଶ ଜଣଙ୍କକ୍ସ୍ଟ ହତ୍ଯା କଲେ। ସେ ସମାନଙ୍କେର ବସ୍ତ୍ର ନଇେ ପ୍ର ହଳେିକାର ଅର୍ଥକାରୀମାନଙ୍କୁ ଗୋଟିଏ ଗୋଟିଏ ୟୋଡା ବସ୍ତ୍ର ଦେଲେ। କିନ୍ତୁ ତା'ର କୋରଧ ପ୍ରଜ୍ଜୋଳିତ ହବୋରକ୍ସ୍ଟ, ସେ ଆପଣାର ପିତୃଗୃହକକ୍ସ୍ଟ ଗ୍ଭଲିଗଲେ।

ବିଚାରକର୍ତାମାନଙ୍କ ବିବରଣ 15:8

ଏହାପରେ ଶାମ୍ଶାେନ୍ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେ ମଧ୍ଯରକ୍ସ୍ଟ ଅନକଙ୍କେକ୍ସ୍ଟ ହତ୍ଯା କଲେ। ଏବଂ ଏହାପରେ ସେ ଏକ ଗକ୍ସ୍ଟମ୍ଫା ରେ ୟାଇ ବାସ କଲେ ଯେଉଁ ଗକ୍ସ୍ଟମ୍ଫା ରେ ନାମ ଥିଲା ଏଟମ ଶୈଳ।

ବିଚାରକର୍ତାମାନଙ୍କ ବିବରଣ 15:15

ଶାମ୍ଶାେନ୍ ଗୋଟିଏ ଗଧର କଞ୍ଚା ଥମାେଣି ପାଇଲେ ସେ ସେଥି ରେ ସଠାେରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ଯା କଲେ।

ବିଚାରକର୍ତାମାନଙ୍କ ବିବରଣ 16:30

ପକ୍ସ୍ଟଣି ଶାମ୍ଶାେନ୍ କହିଲେ, ପଲେଷ୍ଟୀୟମାନଙ୍କ ସହିତ ମାରେ ପ୍ରାଣ ଯାଉ। ଏହାକହି ସେ ସ୍ତମ୍ଭଗକ୍ସ୍ଟଡିକ ତାଙ୍କର ସମସ୍ତବଳ ଖଟାଇ ପଲେି ଦେଲେ। ଛାତଟି ପଡିଗଲା ଓ ସଠାେରେ ଏକତ୍ରୀତ ହାଇେଥିବା ସମସ୍ତ ଲୋକ ମୃତକ୍ସ୍ଟ୍ଯବରଣ କଲେ। ଏହିପରି ତାହାର ଜୀବନ କାଳ ରେ ହତ୍ଯା କରିଥିବା ଲୋକମାନଙ୍କର ସଂଖ୍ଯା ଅପେକ୍ଷା ତାହାର ମରଣ କାଳର ହତ୍ଯା କରିଥିବା ଲୋକମାନଙ୍କର ସଂଖ୍ଯା ଅଧିକ ଥିଲା।

ପ୍ରଥମ ଶାମୁୟେଲ 10:16

ଶାଉଲ ଉତ୍ତର ରେ କହିଲେ, ସେ କହିଲେ ଯେ, ଗଧମାନେ ମିଳି ଗଲଣେି। କିନ୍ତୁ ଶାଉଲ ତା'ର କକାକକ୍ସ୍ଟ ଶାମକ୍ସ୍ଟଯଲେ ଦ୍ବାରା କକ୍ସ୍ଟହାୟାଇଥିବା ରାଜତ୍ବ ବିଷଯ ରେ କହିଲେ ନାହିଁ।

ପ୍ରଥମ ଶାମୁୟେଲ 11:6

ଶାଉଲ ସମସ୍ତ କଥା ଶୁଣିଲେ। ତା'ପରେ ପରମେଶ୍ବରଙ୍କ ଆତ୍ମା ଶାଉଲଙ୍କ ଦହେ ରେ ଅତିଶଯ ପ୍ରଜ୍ବଳିତ ହେଲା। ଶାଉଲ କୋର୍ଧ ରେ ଜର୍ଜରିତ ହେଲେ।

ପ୍ରଥମ ଶାମୁୟେଲ 14:1

ଏକଦିନ ଶାଉଲଙ୍କ ପକ୍ସ୍ଟତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ୟକ୍ସ୍ଟବାକକ୍ସ୍ଟ କହିଲା, ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରକ୍ସ୍ଟ ପଲେଷ୍ଟୀୟଙ୍କ ଶିବିର ଆଡକକ୍ସ୍ଟ ୟିବା। କିନ୍ତୁ ଯୋନାଥନ ଏକଥା ତାଙ୍କ ବାପା ଶାଉଲଙ୍କକ୍ସ୍ଟ କହିଲେ ନାହିଁ।

ପ୍ରଥମ ଶାମୁୟେଲ 17:34

କିନ୍ତୁ ଦାଉଦ ଶାଉଲଙ୍କକ୍ସ୍ଟ ଉତ୍ତର ଦେଲେ, ମୁ ତୁମ୍ଭର ଦାସ, ଆପଣା ପିତାର ମଷେ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲକ୍ସ୍ଟ ଆସି ପଲ ମଧ୍ଯରକ୍ସ୍ଟ ଗୋଟିଏ ମଷେକକ୍ସ୍ଟ ନଇଗେଲା।

ପ୍ରଥମ ଶାମୁୟେଲ 17:46

ଆଜି ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ସମର୍ପି ଦବେେ। ଏବଂ ମୁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛଦନେ କରିବି। ମୁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ଯଗଣର ଶରୀର ଆକାଶ ପକ୍ଷୀଗଣକକ୍ସ୍ଟ ଓ ପୃଥିବୀସ୍ଥ ବନ୍ଯପଶକ୍ସ୍ଟମାନଙ୍କୁ ଦବେି, ତହିଁରେ ଇଶ୍ରାୟେଲ ମଧିଅରେ ଏକ ପରମେଶ୍ବର ଅଛନ୍ତି ବୋଲି ସମକ୍ସ୍ଟଦାଯ ଜଗତ ଜାଣିବେ।

ଯିଶାଇୟ 42:2

ସେ ରାଜପଥରେ ଉଚ୍ଚସ୍ବର ରେ କହିବ ନାହିଁ କି ସେ ଚିତ୍କାର କରିବ ନାହିଁ।

ଯିଖରିୟ 4:6

ସେ କହିଲେ, ଏହା ୟିରୁଦ୍ଦାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, 'ଏହା ପରାକ୍ରମ କି ବଳଦ୍ବାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।' ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।

Interlinear

Choose Theme